ପଢ଼ା ସରିଲା ପରେ ଭଲ ଚାକିରୀ ଖଣ୍ଡିଏ ପାଇଗଲେ , ହାତକୁ ଯେତେବେଳେ ଗୁଡାଏ ପଇସା ଆସିବ
ତତେ ଫୋନ୍ କରିନି, ତୋ ସହିତ ମନଖୋଲି କଥା ହୋଇନି ।
ପିଲା ଠୁଁ ବୁଢା, ଗାଁ ଠାରୁ ସହର, ପଖାଳ ଲାଳସା ନ ଛୁଟେ କାହାର ।
ମୋ ଭାବନାକୁ ତୁମ ପାଖେ ପହଞ୍ଚାଇବାକୁ, ପୁଣି ତୁମ ଅନୁଭୂତି ମୋ ସାଥେ ବାଣ୍ଟିବାକୁ।
ସରିଗଲା ଏବେ ଲେଖା ଲେଖି କଥା, ବର୍ଗେ ଜ କୁ ଭଲେ ଭଲେ ଶିଖିବା ପ୍ରଥା ,
ତୁମେ ଯାଅ ବାପା, କାଲି ଆସିବ । ହୁଏ ତ ଗୋଟିଏ ନୂଆ ସକାଳ ଆମ ପାଇଁ ଅପେକ୍ଷା କରିଛି ।
ଝରକା ଆର ପାଖେ, କଜଳ ପାତିଆ ବାଦଲ ଖଣ୍ଡ ଗୁଡ଼ିକରେ, ଲୁଚକାଳି ଖେଳୁଥିଲେ,
ଏକାନ୍ତରେ ବସି ଯେବେ ହିସାବ କରେ ଗତିବିଧି , କେତେ ପାଇ, କେତେ ହାରି, କେତେ ଦେଲି ସମାଧି।
କେତେ ବା ଆଉ ସହିବ , ଚଗଲା ବଉଦର ଚୋରା ପିରତି ?
ତକିଆଟିର ମୁହଁ ଥିଲେ , ହୁଏତ କହି ପାରିଥାନ୍ତା, କେତେ ରାତି ସିଏ ମୋ ସାଥେ, ଅଜାଣତରେ ଉଜାଗର ରହିଛି,
ମୁଁ କି ଲଗେଇ ଜାଣେ ସେ ଫୋନ୍ ଟୋନ୍ । ମୁନା ବାପା ଯେ କୁଆଡେ ଗଲେ କେ ଜାଣି ? ବଜାର ଆଡେ ଯାଇଛନ୍ତି ବୋଧେ ଏ ଯାଏଁ...
ହସୁଥିଲେ ଖିଲି ଖିଲି ମୁହଁକୁ ଯୋଡ଼ି, ଦାନ୍ତ କୁ ମେଲି ଦେଖୁଥିଲେ ଛାତ ଚାତକ ଭଳି।
ସେଇ ସ୍ୱଳ୍ପ ଅବଧିରେ ମୁଁ ଜିଇଁ ଯାଏ କେତେ ଯେ ବରଷ, ମନୋରମ ହେଇଉଠେ ମୋ ନିର୍ଜୀବ ଚତୁଃପାର୍ଶ୍ୱ , ଚିତ୍ତାକର୍ଷକ ଆତ୍ମତୃପ୍ତି ରେ ଝଲସି ଉଠେ ନୟନର ଉଆସ...
ତା କଥା ଶୁଣି ମତେ ଲାଗୁଥିଲା ମୁଁ ଆନନ୍ଦରେ ଫୁଲି ଉଠୁଛି । ଆଉ ମୋ ଦିଗବଳୟେ ବିରାଜିତ ଆକାଶେ ନୀଳ ର ନୀଳ ରଙ୍ଗ ହସି ହସି ଭାସି...
ପିଠିକୁ ପିଠି ଲଗାଇ ଦୁଇଟି ଗୋଲ୍ ଆଙ୍କିବି, ବାମ ଗୋଲ୍ ର ବାମ ପଟୁ ଅଙ୍କୁର ଟାଣିବି ।
ଦେଖ ଦେଖ ମୁଁ ଯାଉଛି ଅଙ୍ଗନବାଡ଼ି, କାଲି ଶିଖିଥିଲି ' ଅ' ଆଜି 'ଆ' ର ପାଳି, ଲେଖା ଆଉ ପଢ଼ା କରିଦେଲେ ଭଲକରି, ମାମୁଁ ଆଣିଦେବେ ଖେଳଣା ଭଳିକି...
ବେଙ୍ଗୁଲି ନାନୀ କଲାଣି ନାଦ, ଓଦା ସର ସର ତା ଦୁଇ ପାଦ, ବୁଝିଲାଣି ସିଏ ମେଘର ଫାନ୍ଦ, ଗୀତରେ ପଡ଼ିଲାଣି ତା ପୂର୍ଣ୍ଣଛାନ୍ଦ।
ଦେଖ ମେଲିଲାଣି ରୂପ 'ଅ' ପେଟକୁ ଫାଳି, ଆଉ ଟିକିଏ ଲମ୍ବେଇ ଠିଆ କରିଦେ ଗୋଟିଏ ସିଧା ବାଡ଼ି ।
ଧରିବା, ମାରିବା ନୁହଁତ ସହଜ କଥା ଡିଆଁ ମାରି ପଳାଏ ଦେଇଣ ବ୍ୟଥା, ଚୁଟିଆ ମୂଷା ସେ କାମ ତାର ବିରାଟ, ଛଟର ପଟର କରାଏ, ବଢ଼ାଏ ମୁଣ୍ଡ ବିନ୍ଧା...
ତୁମ ପ୍ରଣୟ ସାଗରେ , ଆଜୀବନ ଜଳ ପରୀଟେ ହେଇ।
ପୁଅ ତା'ର ବଡ଼ ହେଉଛି । ସିଏ କ'ଣ ତା ପୁଅର ପ୍ରତ୍ୟେକଟି ଖର୍ଚ୍ଚ ଏମିତି ହାତ ପତେଇ ନଉଥିବ ? ଏ ସବୁରେ ତା'ର ସ୍ୱାଭିମାନ ପ୍ରତ୍ୟେକଟି କ୍ଷଣ...
ସ୍ୱଳ୍ପ ମାତ୍ରାର ଶୋଷ ମେଣ୍ଟଙ୍କ ପୁଣି, ଟ୍ରେ ସହ ପିନ୍ପିନ୍ କାଚ ଗିଲାସେ, ସଜେଇ ହେଇଗଲେ, ଅତିଥି ସମ୍ମୁଖେ ସତ୍କାରକର ମାନ ମର୍ଯ୍ୟାଦା, ଶତଗୁଣ ଉତ୍କୃଷ୍ଟ ହେଇଯାଏ ।
ନାଇଁ ନାଇଁ ଶାଗ ଭାଙ୍ଗି ହେବ ନାହିଁ । ଛୁଇଁ ଫୁଲ ଧରିଲାଣି । ଏବେ ଶାଗ ଭାଙ୍ଗିଲେ ଫୁଲଗୁଡ଼ା ଝଡିପଡିବନି ।
ଆଖି ଖୋଲିଲେ, ଆଖି ବୁଜିଲେ, ଆଖି ଆଗେ ଆସ ତୁମେ ।
ଆତ୍ମଗ୍ଲାନି ପରିପ୍ରକାଶ କରିବାଟା ଖୁବ କଷ୍ଟକର , ସମ୍ପର୍କକୁ ଦୃଢ଼ କରିବାର ଆତ୍ମବିଶ୍ୱାସ ଯେ , ତା' ଦୃଢ଼ତା ହରାଇଛି ।
ତୁ ଏବେ ସତେ କୋଉ ପରି ରାଇଜର ରାଜକୁମାର , ତୋ ଆଗେ ପଛେ ମୁଣ୍ଡ ନୁଆଁଇବାକୁ କେତେ ଯେ ଚାକର ବାକର, ବିଦେଶୀ ବସନେ ଝଲସେ ତୋ ବଦନ,...
ସେଇ ସରୁ ମଚ ମଚ ତେଲ ମଖା ବାଡ଼ିର ସ୍ପର୍ଶ ମାତ୍ରାରେ ଯିଏ ନିଜକୁ ଆକଟ କରିପାରିଛି ସିଏ ଆଜି ମଣିଷ ଭଳି ମଣିଷଟେ ହୋଇ ପାରିଛି ।
ମନେ ମନେ ଏତିକି କହୁଥିଲା "ହେ ଈଶ୍ବର ମୋ ପିଲାଙ୍କୁ ବୁଝେଇ ଦିଅ"
ମୁଁ ଯେତେବେଳେ ଥିଲି ଚଳଚଞ୍ଚଳ, ଗତିଶୀଳ, ଚେଷ୍ଟାରତ ଥିଲି ଅତିକ୍ରମ କରିଯିବାକୁ ତତେ ସେତିକି ଦ୍ରୁତ ଗତିରେ ତୁ ଲଂଘି ଯାଉଥିଲୁ ମତେ, ବେଳେବେଳେ ଆବାକ୍ ରହିଯାଉଥିଲି ମୁଁ, ତୋ...
ନ ହେଲେ, ବାକି ସାରା ଦୁନିଆଟା ପାଇଁ, ବେଦନାର ତୀବ୍ରତା ଯେ ଗୋଟେ ମନ୍ଦ ମନୋବୃତ୍ତି ବାହାନା , ଦର୍ଜ ଜର୍ଜରିତ ଅଶ୍ରୁଧାରଟା ତଦନୁରୂପ ଛଳନା , ସବୁକିଛି କେବଳ...
ଶାଶୁ ଅବା ଶ୍ୱଶୁର ଖୋଜିଦେବେ କାଳେ , ଜାନି ଯୌତୁକ ଭାର, ନଣନ୍ଦ କି ଦିଅର ବାହୁନିବା ଦେଖି ନଣନ୍ଦ ପୁଟୁଳି ସାର ବା ଅସାର ।
ତଥାକଥିତ ବାହ୍ୟିକ ସୌନ୍ଦର୍ଯ୍ୟର ମାନ୍ୟତାଠୁ ଉର୍ଦ୍ଧ୍ଵରେ, ସ୍ୱଚ୍ଛ ହୃଦୟର ସିନ୍ଦୁକରେ ଯତନେ ସାଇତା ତୁମ ଆମ ସମ୍ପର୍କ ।
ଯାହା ହଉ ମା ଝିଅ ପାରି ହେଇଗଲେ । ଆଉ ଡର ନାହିଁ ।
କରୋନା ଯୋଗୁଁ ପ୍ରୟୋଗ କରାଯାଇଥିବା, ଲକ୍ଡାଉନ ମାନେ, କିଛିମାତ୍ରାରେ ବୁଝେ ମଧ୍ୟବିତ୍ତ ପରିବାରଟିଏ, ହାତଗୋଡ଼ ବାନ୍ଧି ଘରେ ବସିଲା ବେଳେ ସରି ସରି ଯାଏ ତା' ଜମାପୁଞ୍ଜି,
ଜାଣେନା, ଏ ମାୟାର ସଂସାର କି ଆପଣେଇ ପାରିବ ତତେ ଏକ ଶୁଦ୍ଧ, ପ୍ରଫୁଲ୍ଲିତ ମନ ନେଇ ?
ପରଦା ସେପାଖେ ଚାନ୍ଦିନୀ ରାତି, ବିଞ୍ଚି ବିଞ୍ଚି ଯାଏ ଆନନ୍ଦର ତାରାଫୁଲ , ଝଲକା ଝଲକା ଦକ୍ଷିଣି ବାଆ, କୋଳେଇନିଏ ଶିରୋମଣୀରେ ସଜ୍ଜିତ ବାଷ୍ପୀୟ ଜଳ ।
ଚାଲିଲେ ଧାଡ଼ିବାନ୍ଧି ଗାଁରେ ସହରେ ଉଡାଇ ତ୍ରିରଙ୍ଗା ପ୍ରଭାତ ପହରେ, ସ୍ୱର୍ଣ୍ଣିମ ବର୍ଣ୍ଣଲିପିରେ ସଜା ଇତିହାସ, ଗୁଞ୍ଜରିତ ହେଲା ସଙ୍ଗୀତର ସୁରେ ସୁରେ ।
ପାଣିପାଗ ସୂଚନାକେନ୍ଦ୍ର, ମନ୍ତ୍ରଣାଳୟ, ବାତ୍ୟା ଆଶ୍ରୟସ୍ଥଳୀ, ସବୁଠି ତତ୍ପରତା
ପାହାନ୍ତି ପହରୁ ବିଛୁରିତ ହେଉଥିବା ସିମେଇ, ପୁଲାଓର ବାସ୍ନା, ରଙ୍ଗ ବେରଙ୍ଗୀ ବସ୍ତ୍ର ସାଥେ ଚିକ୍ମିକ୍ ଚୂଡ଼ି,
ଆପଣଙ୍କ ମତାମତ