ଶିବଦୂତ ମୁଁ. . . ମହାପୁରୁଷ ସହଭାଗୀ ସବୁରି ଅନ୍ତର ରାଜା, ରଙ୍କି, ଭୋଗୀ, ଯୋଗୀ ସମସ୍ତେ ପାଉଁଶ ମୋ ହାତର. . .
ବାରଶତ ସିଂହର ବୁଦ୍ଦୁ ତା'ର ବାରଶତ ସୂର୍ଯ୍ୟର ତା'ର ଶୌର୍ଯ୍ୟ, ବାରଶତ କୋଣାର୍କର ଧର୍ମପଦ ସେ, ବାର ବରଷର ବାଜି ରାଉତ ।
ହେ ଦେବଗଣ ! ଗଲା ସେ ଅମୃତ ତୁମ କଣ୍ଠରେ ବିଷ ପାନ କଲେ ନୀଳକଣ୍ଠ ଅସୁରେ ଗଲେ ଶିଶୁପାଳ ହୋଇ. . . ଆଉ ଆମେ ! !...
ସଂସାର ଆଘାତ କ୍ଷତ ବିକ୍ଷତ , ଦେହ ସାରା ମୋର ପାପର ଘା' ଭଣ ଭଣ ମାଛି ରକ୍ତ ପିଉଛନ୍ତି ଲେସି ଦେ ଲୋ ମା ପୂର୍ଣ୍ଣ ଚନ୍ଦନ ଜୀବନ...
ମରଣ, ଜନ୍ମ, ମିଳନ, ବିଚ୍ଛେଦ, ରୋଗ, ବ୍ୟାଧି, କ୍ରୋଧ, ପ୍ରତିଶୋଧ, କେତେ ରଙ୍ଗ ବେରଙ୍ଗ ଖେଳ, ରସାୟନର ପ୍ରୟୋଗଶାଳାରେ ! !
ଶତାବ୍ଦୀର ରାବଣ ମୁଁ ! ! ହୀନ, ହିଂସ୍ର କଳିଯୁଗର ଅସୁର, ସ୍ୱପ୍ନ ଅସୀମ. . . ପ୍ରାରବ୍ଧ ନର୍କ, ସ୍ୱର୍ଗ ଲିପ୍ସା ନାହିଁ ମୋର. . . ମୁଁ...
ବାତ୍ସଲ୍ୟ ତାମସା. . . ଯୌବନ ରଙ୍ଗ ସାଙ୍ଗ, ସାଥୀ, ଭାଇ, ଭଗାରି ଛନ୍ଦ. . . ମିଛ କ'ଣ ? ଆଉ ସତ ଯେ କେଉଁଠି, ଭିତରେ ଦରାଣ୍ଡି...
କବିର ହୃଦୟ ଅନ୍ଧକାରମୟ ଉଲଗ୍ନ ଆତ୍ମା ଛାତି ପିଟୁଛି. . . ଚାତକ ତା'ର ପ୍ରତିଟି ପଦ୍ୟ ଅସରନ୍ତି ଅନ୍ୟ କୃଷ୍ଣ ଖୋଜୁଛି ।
ସନ୍ଧ୍ୟାବେଳ ଗୋଧୂଳିରେ. . . ଖେଳୁଥିଲି ସାଙ୍ଗସାଥି ମେଳେ. . . ଖୋଜୁଥିଲି ତୁମକୁ ମୁଁ, ରହି ରହି ଆକାଶରେ, ମନେ ମନେ ରୁଷୁଥିଲି. . . ରହି ରହି...
ଆପଣଙ୍କ ମତାମତ