ଜହ୍ନମାମୁଁ ଗୋଲ୍ ସୂର୍ଯ୍ୟ ଜେଜେ ଗୋଲ୍ ଦିଗ୍ବଳୟ ଦିଶଇ ପରା ଗୋଲ୍, ଗୋଲ୍, ଗୋଲ୍
ଅରୁଆ ଚାଉଳ, ନୀଳ ନାରିକେଳ, ଦୂବ, ବରକୋଳି ପତର ଆଦି । କେତେ ଯତନରେ ରତନ ପରା, ମାଆ ସବୁ ରଖିଥାନ୍ତି ସମ୍ପାଦି ।।
ବାୟସ ସକଳ କରି କା' କା' ରବ ଉଡ଼ି ବୁଲି ଚତୁର୍ଦ୍ଦିଗେ କରନ୍ତି ପ୍ରଚାର ଉଠ ଉଠି ସର୍ବେ ପରା ହେଲାଣି ସକାଳ ହେଉ କର୍କଶ ଶବଦ କରେ ଉପକାର...
ଦୂରରୁ ଦିଶୁଚି ରଙ୍ଗ ବେରଙ୍ଗର କେତେ କୋଠା, ଚାଳଘର । ଅଙ୍କାବଙ୍କା ରାସ୍ତା ଉପରେ ଚାଲନ୍ତି କେତେ ଯେ ଗାଡ଼ି ମଟର ।।
ଗଢ଼ିଅଛି ଯନ୍ତ୍ର ମଣିଷ ଅଟେ ରୋବଟ ନାମ ଅନାୟାସରେ ସାଧି ପାରୁଚି କେତେ ଅସାଧ୍ୟ କାମ ! ଗଢ଼ିଅଛି କମ୍ପ୍ୟୁଟର ସେ କରେ ଗଣନା କେତେ ମସ୍ତିଷ୍କ ସମାନ ହୋଇବ...
ସୁଲୁସୁଲୁ ବାଆ ଗୁଲୁଗୁଲୁ କଥା । ଚୁପାଚୁପା ହସ ହରିନିଏ ବ୍ୟଥା ।।
ଭୁବନେଶ୍ୱର, ପୁରୀ, କୋଣାର୍କ ଗାଏ ଶିଳ୍ପୀର ଜୟ ଜଗତନାଥ ଟେକିଛି ହାତ ଯାଚଇ ବରାଭୟ । ଖଣ୍ଡଗିରିରେ ଧିଆନ ରତ ଐର ଖାରବେଳ ଧଉଳିଗିରି ଦେଇଚି ଫିଙ୍ଗି ଅଶୋକ କରବାଳ...
ଜିଲ୍ଲା ସାଇବ ଘୋଷଣା କଲେ ମାରିବ ଯିଏ ହାତୀକୁ ଭଲେ ପ୍ରମାଣ ପତ୍ର ପାଇବ ସିଏ ପାଇବ ପୁରସ୍କାର ପାଣୁଆ ଛାତି ଟାଣୁଆ ଭାରି
ବିମାନରେ ବିରାଜିତ ମୁରଲୀପାଣି ପାଶରେ ଶୋଭନ୍ତି ପରା ରାଧିକାରାଣୀ ସତେ ବା ରତ ରଣେ ଦେବ ମାନବ ଗଣେ ରଙ୍ଗ ପିଚକାରୀ ତୋପ ହାତରେ ଧରି ।
ପାହି ଆସୁଥିଲା, ଅନ୍ଧାର ରଜନୀ ବହୁ ଥିଲା ଥଣ୍ଡା ବାଆ । ଏହି ସମୟରେ, ଶୁଭିଲା ସ୍ୱରଟେ ପଇସାଟେ ଦିଅ ମାଆ ।।
ଆପଣଙ୍କ ମତାମତ