ନା ଆକାଶ, ନା ମାଟି ନା ପାଣି ପବନ କେହି ବି ଅଜାଡ଼ି ପଡ଼ନ୍ତି ନି ତୁ ହୋଇ ମୋ ଆହୂତ ହାତରେ ।
ବ୍ୟାଧି ରଙ୍କୁଣୀ ସୁନାନାକୀ ଝିଅର ରବରେ ରାତି ବି ନିଃଶବ୍ଦ ନୁହେଁ ଲୋକାକୋଚା ବିଛଣାର ମୂତ ଗନ୍ଧରେ ତୁମ କବରୀର ବାସ୍ନା ସବୁବେଳେ ବାସି ଫୁଲର ଭଉଁରି ପରି ।
ସେଇଥିପାଇଁ ଏତେ ଖୋଜାଲୋଡ଼ା ଅଣନିଃଶ୍ୱାସୀ ଶବ୍ଦଙ୍କର ଭିଡ଼ ।
ଆପଣଙ୍କ ମତାମତ