ମମ୍ କହିଲେ- "ସାମାନ୍ୟ ବୁଝାମଣାର ଅଭାବ ପାଇଁ ସାରା ଜୀବନ ଯେ ନଷ୍ଟ ହେଲା ଏ କଥା ବୁଝିପାରୁଛ ।''
ଗାଁର ବସବାସ କରୁଥିବା ବାସିନ୍ଦାମାନଙ୍କୁ ଯୋଡ଼ ହସ୍ତରେ ସମ୍ୱୋଧନ କଲେ- ଏଠାରେ ରହଣିକାଳ ମଧ୍ୟରେ ମୋର ଦୋଷ ତ୍ରୁଟି ଥିଲେ ମାର୍ଜନା କରିବେ ।
ନିଶ୍ଚୟ ବିଫଳ ହେବାକୁ ପଡ଼ିବ । ତେବେ ଏ ଦିଗରେ ଚେଷ୍ଟା କଲେ କ୍ଷତି କ'ଣ ? ଚେଷ୍ଟା କରି ପରାଜିତ ହେଲେ ଗୋଟାଏ ଗୌରବ ଅଛି ।
ବହୁତ ଖୁସି ହେଲି । ତମ ବାପା ତ ମୂକ ବଧିର ଭଳି ବସିଥିବ ଆଉ ତମର ଚାକିରୀ ପାଇଁ ଟିକେ ମାତ୍ର ଖୁସି ହୋଇନଥିବ । ତେବେ ତମ...
ଆପଣଙ୍କ ମତାମତ