ମା' କୋଳରେ ମୁଣ୍ଡମାଡ଼ି ଶୋଇପଡ଼ିଚି ସାରୀପୁତ୍ତ ଓହ୍ଲେଇ ଯାଇଚି ଝୁଙ୍କେ ପ୍ରବଣତା ଧୂମାୟିତ ଧୂମାଳ-ଇତଃସ୍ତତ ଯୁଦ୍ଧଭୂଇଁ ଏବେ ଶାନ୍ତ ସମାୟିତ ତ୍ରସ୍ତ ସ୍ତବ୍ଧ ଶ୍ରମଣ ନିର୍ବାଣ ମୋକ୍ଷ ମୋହଭଙ୍ଗ ଗୋଟେ...
ଆପଣଙ୍କ ମତାମତ