ବିନା କୌଣସି ପ୍ରମାଣରେ ଏଭଳି ସଙ୍ଗିନ ଆରୋପ ଏକ ଅକ୍ଷମଣୀୟ ଅପରାଧ ।
ଯାହା ହଉ ମା ଝିଅ ପାରି ହେଇଗଲେ । ଆଉ ଡର ନାହିଁ ।
ସେଇଠି ବିଡି ପିଇ ଛିଣ୍ଡା କନ୍ଥା ପାରି ଡିବିରି ଆଲୁଅରେ ତାସ୍ ଖେଳି ଥକି ଥାକି ଶୋଇ ଯାଉଥିଲୁ ।
କାହିଁ ଛୁଆଟା ତ ପାଟି ଖୋଲୁନି । ମୀନା ପାଗଳୀ ପରି ହାତ ବୁଲେଇ ଆଣିଲା ଛୁଆ ଦେହରେ ।
କାଲୁ ବିହାରୀର ସ୍ୱଭାବ ଅତି ଶାନ୍ତ ଏବଂ ସରଳ । କଥାବାର୍ତ୍ତା ମଧ୍ୟ ଅତି ସୁନ୍ଦର । ମୋଟ ଉପରେ କାଲୁ ଅତ୍ୟନ୍ତ ମେଳାପୀ ।
ଶ୍ରୀରାଧା'ଙ୍କର ଛଳିଆ କୃଷ୍ଣ ପ୍ରତି ଅଗାଢ ପ୍ରେମକୁ କବିତା ରୂପରେ ବର୍ଣ୍ଣନା କରି ଶ୍ରୋତାମାନଙ୍କ ମନକୁ ମୋହିବାକୁ ଲାଗିଲେ ପ୍ରେମାନନ୍ଦ ।
ଆମର ଏ ଯାତ୍ରା ଅନ୍ଧାରରେ ଆରମ୍ଭ ହେଇ କ’ଣ ଅନ୍ଧାରରେ ଶେଷ ହେଇଯିବ . . . ??
ଗୋଲାପରେ ଶୁସଜ୍ଜିତ ଶଯ୍ୟା ଥାଉ ଥାଉ ସ୍ତ୍ରୀ ତଳେ ଶୋଇଥିବାର ଦେଖି ମୁରୁକି ହସି ଦେଲେ ନରେନ୍ଦ୍ର ।
ସେ ଯାହାହେଉ ମା'ଙ୍କ ଡାକରା ଏବଂ ଆଶୀର୍ବାଦଯୋଗୁଁ ବିମାନ୍ ଟିକଟ ଏବଂ ହୋଟେଲ ବ୍ୟବସ୍ଥା ଏତେ ଶୀଘ୍ର ହୋଇଗଲା ସତେକି ଏୟାର ୱେଜ୍ ଏବଂ ହୋଟେଲ ମାଲିକ ଆମ ବୁକିଂ...
ଏହି ଟାୱାର-ଅଫ୍ -ଲଣ୍ଡନଠାରେ ଇଂଲଣ୍ଡର ରକ୍ତ ରଂଜିତ ଇତିହାସରେ ରାଜବଂଶର କେତେକଙ୍କୁ ବହୁ ଉତ୍ପୀଡ଼ନ ଦିଆଯାଇଥିଲା ଓ ରାଜାଏଡୱାର୍ଡ଼-୪ଙ୍କର (୧୪୬୧-୧୪୮୩) ଦୁଇ ପୁଅ ତଥା ରାଜ ସିଂହାସନର ଉତ୍ତରାଧିକାରୀଙ୍କୁ ହଟାଇ...
ଆପଣଙ୍କ ମତାମତ