ଏତେ ବର୍ଷ ପରେ ପୁତ୍ରକୁ ଦେଖି ପିତା ଶ୍ରଦ୍ଧାରେ ତାଙ୍କୁ ଆଲିଙ୍ଗନ କରିବା ପରିବର୍ତ୍ତେ ଦ୍ୱନ୍ଦ୍ୱ ଯୁଦ୍ଧକୁ ଆହ୍ୱାନ କରୁଛନ୍ତି । ଇଏ କି ସଙ୍କଟର ସେ ସମ୍ମୁଖୀନ ହେଲେ...
ଗଙ୍ଗାଜଳରେ ସନ୍ତରଣରତା ନାଗରାଜାଙ୍କ କନ୍ୟା ଉଲୂପୀ ବହୁସମୟ ଧରି ତୀରଦେଶରେ ଉପବେଶନ କରିଥିବା ଅର୍ଜୁନଙ୍କର ଦୀର୍ଘଦେହ, ବିଶାଳ ବକ୍ଷ, ଆଜାନୁଲମ୍ୱିତ ବଳିଷ୍ଠ ବାହୁଦ୍ୱୟ, ଉନ୍ନତ ନାସା, ପ୍ରଶସ୍ତ କପାଳ, ଆୟତ...
ଫୁଲ ତୋଳିଦିଏ ସିନା ମାଳ କରିବାଟା ମୋତେ ଆଦୌ ଜଣା ନାହିଁ ତେଣୁ ମୁଁ ବୋଉକୁ ଅଳି କରେ ମାଳଟୀଏ ଗୁନ୍ଥି ଦେବା ପାଇଁ, ହେଲେ ମୋ ବୋଉ କାର୍ଯ୍ୟ...
ତେବେ ଏତିକି କେବଳ ବୁଝେ, ଦୁନିଆଁ ଭିତରେ ନାନା ଉପାୟରେ, ନାନାରୂପ ଓ ଭେକ ଧରି ଜଣେ ଜଣକୁ ଠକିବା ଛଡ଼ା ଆଉ କିଛି ନାହିଁ ।
କେହି କେହି ଅଭିଯୋଗ ଅବଶ୍ୟ କରୁଥିଲେ ଯେ ନନ୍ଦକିଶୋର ନିଜ ଲାଗି ସମର୍ଥନ ଯୋଗାଡ଼ ନିମନ୍ତେ ନିଜେ ହିଁ ନିଜ ପିଲାଙ୍କ ଉପରେ ଆକ୍ରମଣର ଯୋଜନା କରିଥିଲା- ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅସୁବିଧାରେ...
ବାଲ୍କୋନୀରେ ବସି, ମାଉସୀ ସେମିତି ଗପୁଥିଲେ, ନିର୍ବିକାର ଭାବେ । ନିଜ ଭାବନା ରାଜ୍ୟରେ ସେ ମଗ୍ନ ଥିଲେ । ବର୍ଷାର ବେଗ ବଢିଚାଲିଥିଲା ।
ମୋ ପାଇଁ ମୋ ପ୍ରେମ ହିଁ ମୋ ଜୀବନ । ବଡ଼ ଚାକିରୀରେ କ'ଣ ଥାଏ । ପଇସା ତ ହାଡ଼ି କମାଉଛି । ଆମେ ଇଚ୍ଛା କଲେ କ'ଣ...
ତୁମ ଭିତରେ ଗୋଟିଏ ବି ପିପାସାର ଢେଉ ନଥିଲା । ତୁମ ଆଖିରେ କାମନାର ଶିଖାଟିଏ ଜଳୁନଥିଲା । ତୁମେ କହିଥିଲ ଆମ ଜୀବନରେ ଏମିତି ଝଡ଼ ବିକ୍ଷୁବ୍ଧ ରାତି...
ଚାହାଳିକୁ ଯାଇ ଅକ୍ଷର ଚିହ୍ନିବା ଶକ୍ତି ହାସଲ କରିବା ଦୂରେ ଥାଉ, ଖାଇବା ପିନ୍ଧିବା ଛଡ଼ା ଆଉ କିଛି କାମ ତାହାକୁ ଆସେ ନାହିଁ- ଦୁନିଆଁର ସମ୍ପୂର୍ଣ୍ଣ ଅନାବଶ୍ୟକ ।
ମାତ୍ର ଆମର ଏ ଦେଶ ଗଣତନ୍ତ୍ର । ଏଠି ଗୋଟେ ଘୋଡ଼ାଠାରୁ ଦିଇଟି ଗଧଙ୍କର ମୂଲ୍ୟ ବେଶି । କାରଣ ଗୋଟେ ଘୋଡ଼ାର ଗୋଟିଏ ଭୋଟ୍, ଯୋଡ଼େ ଗଧଙ୍କର ଦିଇଟି...
ଆପଣଙ୍କ ମତାମତ