ସାଥୀ ଯଦି ମିଳେ ନାହିଁ ଦୁଃଖ ନାହିଁ ଚାଲିବାରେ ଏକା ଏକା ଚାଲିବାଟା ପଡ଼ିଯାଏ ନିୟମରେ ମିଳି ଯଦି ହଜେ ସାଥୀ ସରେ ନାହିଁ ଲଗନ ।
ଏମିତି ଜୀବନ ଏମିତି ସମୟ କିବା ଲାଭ ଜୀଇଁବାରେ ସୁଖ ତ ନ ଥାଏ ସପନ ନ ଥାଏ ଲାଭ କିବା ଜଳିବାରେ ।
ଜୀବନ- ବ୍ୟଥାର ଅନ୍ୟ ଏକ ନାମ ବେଦନାର ଭିନ୍ନ ଆସ୍ୱାଦନ ବନ୍ଧନର ବିରାଟ ସପନ ବ୍ୟାଧିଗ୍ରସ୍ତ ଯିଏ ନିଜ ପ୍ରତିଟି ଅଙ୍ଗରେ
ଆପଣଙ୍କ ମତାମତ