ତୁମେ ସୁନ୍ଦରୀ ରୂପବତୀ ତରୁଣୀ । ତୁମ ଭିତରେ ସୌନ୍ଦର୍ଯ୍ୟ ପ୍ରତି, ଯୌବନ ପ୍ରତି ଆକର୍ଷଣ ତୀବ୍ର ହେବା ସ୍ୱାଭାବିକ । ତୁମ ଭିତରେ କାମତୃଷ୍ଣା ତୁମକୁ ଅସ୍ଥିର କରୁଥିବ...
ତାଙ୍କର ଅଜାଣତରେ ତାଙ୍କୁ ଯେ କେହି ଅବଲୋକନ କରି ମୁଗ୍ଧ ହେଉଛନ୍ତି, ତାହା ଜାଣିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ସେମାନେ ପାର୍ଥିବ ଜଗତର କେହି ନଥିଲେ, ତେଣୁ...
ଆସ ଅର୍ଜୁନ, ମୋର ଏହି ମୃଣାଳନିନ୍ଦି ବାହୁଯୁଗଳକୁ ତୁମର କଣ୍ଠଲଗ୍ନ କର । ମତେ ନିବିଡ଼ ଭାବରେ ଆଲିଙ୍ଗନ କରି ଅନୁଭବ କର ଯେ ଏପର୍ଯ୍ୟନ୍ତ ନୀତି ଅନୀତିର ଦ୍ୱନ୍ଦ୍ୱରେ...
ଏହି ସମୟରେ ତାଙ୍କ ଦାୟିତ୍ୱରେ ଥିବା ଦେବ ଅନୁଚର ଆସି ଜଣାଇଲେ ଯେ ଦେବୀ ଉର୍ବଶୀ ଅର୍ଜୁନଙ୍କୁ ସାକ୍ଷାତ୍ କରିବାକୁ ଆସିଛନ୍ତି । ଚମକି ପଡ଼ିଲେ ମଧ୍ୟମ ପାଣ୍ଡବ ।...
ସ୍ୱର୍ଗପୁରରେ ଏକ ବିଶେଷ ଉସବର ଆୟୋଜନ । ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ଅପୂର୍ବ ସୁନ୍ଦର ଭାବରେ ସୁସଜ୍ଜିତ ସଭାସ୍ଥଳ । ସମସ୍ତ ଦେବତା, ଗନ୍ଧର୍ବ, ଯକ୍ଷ, କିନ୍ନର, ଅରା, ସିଦ୍ଧ...
ବାରମ୍ୱାର ତପସ୍ୟା କରି ବିଧାତାଙ୍କୁ ସନ୍ତୁଷ୍ଟ କରିପାରିଥିବା ସତ୍ତ୍ୱେ ମଧ୍ୟ ମୃତ୍ୟୁଦେବୀଙ୍କ ପ୍ରତି ବିଧାତାର ନିର୍ଦ୍ଦେଶ ଅପରିବର୍ତ୍ତିତ ରହିଲା ଓ ତପସିଦ୍ଧା ମୃତ୍ୟୁ ଦେବୀଙ୍କ ନିକଟରେ ତାହା ସ୍ୱୀକାର କରିବା...
ଆପଣଙ୍କ ମତାମତ