ସମାଜର ରିତିନୀତି, ସାହିପଡ଼ିଶା, ବନ୍ଧୁ ବାନ୍ଧବଙ୍କ ଭୟରେ କି ତୁମ ଆତ୍ମସମ୍ମାନ, ଆତ୍ମବଡିମା ଓ ଆଭିଜାତ୍ୟକୁ ବଞ୍ଚାଇବା ପାଇଁ ତାହା ଜାଣେନା ।
ହଁ ହଁ ସେ ଦେବୀ ମରିଯାଇଛି ଆଉ ତାକୁ ତୁମେମାନେ ହିଁ ମାରିଦେଇଛ ।
ସାଗର ମଥାରେ ଗୋଟିଏ ଚୁମ୍ବନ ଦେଇ ତା କେଶରାଜି ସହ ଖେଳିବାକୁ ଲାଗିଲା ସ୍ୱପ୍ନା ।
ଏମିତି ଭାବି ଭାବି ହାତରେ ଗୋଟେ ଛୁରି ଧରି ପହଂଚିଲା ସେ ଯାଇ ଅଭିଲିପ୍ସା ଶୋଇଥିବା ରୁମ୍ରେ
କ୍ୟାଣ୍ଡେଲ୍ ଲାଇଟ୍ର ଉଷ୍ମତା ସହ ରୁମ୍ରେ ପଡିଥିବା ଅତରର ଭିଜା ଭିଜା ବାସ୍ନା ତାକୁ ଆହୁରି ଆମୋଦିତ କରି ତୋଳୁଥିଲା ।
ମାତ୍ର ସେଠି ସଂନ୍ତ୍ରାସବାଦ ସାଜି ସମାଜ ଆମ ସମ୍ପର୍କ ଭିତରେ ଆଣିଲା ଅନେକ ସମସ୍ୟା ।
ଝିଅ ଯିବାର ମାସେ ଭିତରେ ସ୍ତ୍ରୀ ମଧ୍ୟ ସବୁଦିନ ପାଇଁ କରୁଣାକର ବାବୁଙ୍କୁ ଏକୁଟିଆ କରି ଚାଲିଗଲେ
ଦ୍ରୁତ ଗତିରେ ଗଡାଇ ତାର ସଂସାର ରୂପକ ଯାନ... ବୁଝେନାହିଁ କାହିଁ ଅଳ୍ପ ଦିନ ଯେ ଏ ଜୀବନ ଯୌବନ
ଉଦାସ ମନଟା ଖୋଜୁଥିଲା ତ ଝଡବତାସ, କାହିଁ ବର୍ଷାରେ ଭିଜାଇ ପକାଇଲୁ ପୁଣି ଥରେ ପ୍ରେମର ଫାଶ ।
ତାଙ୍କୁ ଦେଖି ଦୁର୍ଘଟଣା ହୁଅନ୍ତି କେତେ ଯେ ବାଟୋଇ ଷ୍ଟାଇଲ୍ରେ କଥାବାର୍ତା କରନ୍ତି ଦେଖେଇ ହୋଇ ପାଠୋଇ ବଡ ଅଜବ ତାଙ୍କର ଚାଲିଚଳନ ଆଚାର ବ୍ୟବହାର
ଆପଣଙ୍କ ମତାମତ