ଶବ୍ଦ ମାନେ କେବେ କେବେ ରାଗି ଯାଆନ୍ତି, ରୁଷି ଯାଆନ୍ତି ଅଭିମାନ କରି ମୋ ଠାରୁ ଦୂରେଇ ଯାଆନ୍ତି
ମୁଁ ଏବେ ବହୁତ୍ ବଡ଼ ହୋଇ ଗଲିଣି, ଏବେ ଆଉ ତୋତେ ମୋ ପାଇଁ ବେଶୀ କଷ୍ଟ କରିବାକୁ ପଡୁନି।
ମେଲାଇବାକୁ ଡେଣା ଆଉ ସହିବାକୁ ଉଡ଼ିବା ର ଅଦମନୀୟ , ଅପୂରଣୀୟ ଇଚ୍ଛା ର ଜ୍ଵଳନ
ବସନ୍ତ ର ଆଗମନୀ ଗାଉଛନ୍ତି ଗଛ ଝଡା ପତ୍ର ମାନେ, ପଳାଶ ଫୁଲର ଲାଲିମା, ଝଙ୍କୃତ ହେଉଛି ବସନ୍ତ ର ଗାଥା
ମାଆ ରେ ମୋ ପାଇଁ ତୁ ମାୟା ଟିଏ ମରୀଚିକା ଟିଏ ମରୁଦ୍ୟାନ ଟିଏ ମୋ ଶୋଷିଲା କଣ୍ଠ ର ଜଳ ଢୋକ ଟିଏ ନିଦାଘ ର ତରୁଛାୟା ଟିଏ...
ସେଠିକାର ସବୁ ସୁଖ ଅୟସ ଆରାମ, ସ୍ନେହ,ପ୍ରେମ,ଦୟା,କ୍ଷମା, ସର୍ବୋପରି ଆବେଗ ଓ ଉଚ୍ଛ୍ୱାସକୁ ?
ଆପଣଙ୍କ ମତାମତ