ଏ ଜୀବନ ରାସ୍ତା ଶବ୍ଦ ଜଙ୍ଗଲରୁ ଚେଷ୍ଟା କରୁଥାଏ ସାଉଁଟିବାକୁ ଯେବେ ଏକ ଖିଏ , କେଜାଣି କାହିଁକି ଅଜଣା ଅବୁଝା ଅତୀତ ପାଦ ଟାଣି ଧରି ନିଏ ।।
ମିଠା ବଂଶୀଟିଏ ହେବାପାଇଁ ଚାହୁଁଥିଲା ସିଏ ମୋ ସଙ୍ଗୀତର ଚାହୁଁଥିଲା ହେବାପାଇଁ ରାଜହଂସୀଟିଏ ମୋ ସ୍ଵପ୍ନର ବର୍ଷାଟିଏ ହେବାପାଇଁ ଚାହୁଁଥିଲା ସେ ମୋ ମରୁଭୂମି ଜୀବନର ଶାୟାରୀଟେ ହେବାପାଇଁ ଚାହୁଁଥିଲା...
ଆଖି ମୋର କହେ ହୃଦୟର ବ୍ୟଥା ତୁମେ ବୋଧେ ଶେଷ ପ୍ରେମ ମୋର ଶେଷ ଆଶା ଆଉ ଶେଷ ସ୍ୱପ୍ନ ତୁମ ବିନା ପ୍ରିୟା ବଞ୍ଚିବାଟା ଏଠି ଲାଗେ ସତେ
ମୃଗ ନୟନୀ ସେ ଆଖିର ଚାହାଁଣୀ ନାଲି ଅଧରର ସେ ନିରବତା କାନେ କାନେ ମୋର କହୁଥିଲା ସତେ ତୁମେ ମୋ ଚିରଦିନର ନାୟିକା
ମନେ ପଡେ ଆଜି ମୋର ସେଦିନର ସେଇ ଅଭିର ସବୁଜ ରଙ୍ଗର ସେ ଅଭିର ର ସ୍ପର୍ଶରେ , ଏ ବଗିଚାର ଫୁଲରେ ଉଙ୍କି ଥିଲା କେତେ ଆଶା ର...
ଛାଡିବ ଛାଡିବ ହେଉଛି ସେ ବର୍ଷା ତୁମ ଆଗମନେ ସତେ କରୁଛି ସେ ଇର୍ଷା କେବେ କେବେ ଲାଜରେ ସେ ଯାଉଛି ଲାଜେଇ ତାର ସେଇ ବୁକୁ ସ୍ପର୍ଶୀ ଛିଟାରେ...
ଲାଜକୁ ସଜେଇ ଗହଣା ଟିଏ ଯେବେ ସେ ମୋ ସାମ୍ନାରେ ଛିଡାହୋଇଯାଏ ମୋ ମନର ଯେତେ ସବୁ ରାଗ ରୋଷ ତା ଲାଜ ସାମ୍ନାରେ ହାରିଯାଏ ।।(୨)
କିଛି ଆଶା କିଛି ଭରଷା ସେ ନେଇ ଲକ୍ଷେ ଶ୍ରାବଣରେ ହୋଇ ସେ ସଜେଇ ମୋ ହୃଦୟ ଅଗଣାରେ ଆସି ସେ ଓହ୍ଲେଇ ଦିଏ ସେ ମୋତେ ପ୍ରୀତି ବରଷାରେ...
ଛିଡ଼ାହୋଇ ଧାଡିରେ କରିବାକୁ ପ୍ରାଥର୍ନା ଆଉ ଗଣିବାକୁ ଏକ ଦୁଇ ଧକା ମାରି ଜଣେ ଜଣକୁ ଆଗେ ବଢିବାକୁ ଆଜି ବି ମୋର ମନ ହୁଏ ।।
ହାଥ ଧରି ଯିଏ ଚାଲୁଥିଲା ବାଟ ଭୃକ୍ଷେପ ନକରି ଆଉ କାହାକୁ କେଉଁ କାମିନୀର ସ୍ପର୍ଶ ପାଇଁ ଆଜି ଭାଙ୍ଗି ଦେଲ ମୋର ଏଇ ହୃଦୟ ଆଇନାକୁ...
ଆପଣଙ୍କ ମତାମତ