ନଡ଼ିଆଗଛର ଶେଷ ବାହୁଙ୍ଗା ପରି ସେ ସେତେବେଳେ ନଇଁ ପଡ଼େ । ମଝି ବାହୁଙ୍ଗା ତାକୁ ଆବଶ୍ୟକତାର ନିକିତିରେ ତଉଲତାଉଲ କରେ । ଉପର ବାହୁଙ୍ଗା ସଗର୍ବରେ ହସଟାଏ ହସେ...
ଆପଣଙ୍କ ମତାମତ