କାହିଁକି ଭଗ୍ନ ଆଜି ଏ ସମାଜର ରୀତି, ନୀତି; ବିଲୁପ୍ତ ତା'ର ମହତ୍ୱ ସଂଗ୍ରାମୀତ ପୃଥିବୀରେ କିଏ ବୁଝୁଛି ଏ ଭିତ୍ତିର ତତ୍ତ୍ୱ ?
ସବୁବେଳେ ସମୟ ଲେଖେ ଆମ ଜୀବନ ଧାରାର ଚିତ୍ରପଟ ଆମେ ଖାଲି ଅଭିନୟ କରୁ ଭଲ ହେଲେ ହସି ଦେଉ ନ ହେଲେ ମନେ ହୁଏ କଷ୍ଟ ।
ନିବୁଜ ଆଖିର, ପତାଦ୍ୱୟ ମଧ୍ୟରେ ସ୍ପର୍ଶ ପାଇବାକୁ ତା'ର ବ୍ୟାକୁଳତା ମନ ଯାହା ନୀରବ, ନିଶ୍ଚଳ କେବେ
ସପନ ଜଗାଇବାର ଅଭୀପ୍ସା ସପନରେ ହଜିଯାଏ, ଖୁସିରେ ମସ୍ଗୁଲ୍ ହେବାର ନିଶା ଭାବନାରେ ରହିଯାଏ ତଥାପି ବି ମୁହୂର୍ତ୍ତଟିଏ ଆବଶ୍ୟକ ଥାପିବାକୁ ପ୍ରତିଛବି ତା'ର ।
ମଣିଷ ମନଟା କ'ଣ ସତରେ ସବୁବେଳେ ଆକାଂକ୍ଷିତ ସ୍ୱପ୍ନର ଡୋରରେ ବନ୍ଧା
ସେ ଦିନରୁ ସମୟ ତ ଚାଲୁଛି ଅବିରାମ ଭାବେ, କିଏ ବା ଚାଲୁଛି ତା' ସହ ତାଳ ଦେଇ । ତଥାପି ମନକୁ ତା' ବୁଝିବାକୁ ହେବ, ସେ ନିଷ୍ଠୁର...
ତା' ଅସୁମାରି ପକ୍ୱ ଫଳ, ହଜାଏ ପୁଣି ତା' ପ୍ରସ୍ଫୁଟିତ ସୁଗନ୍ଧିତ ପାଖୁଡ଼ା ମଧ୍ୟରେ. . . ମନ ଏକ ସ୍ରୋତସ୍ୱିନୀ ଧାଇଁଥାଏ ଏକମୁହାଁ ହୋଇ
ଶ୍ୱେତବସ୍ତ୍ର ପରିହିତା କେହି ଜଣେ ଶୁଭ୍ରତାର ରଙ୍ଗ ଧରି ସ୍ୱଚ୍ଛତାର ସୁଅରେ ଧାଉଁଛି ପ୍ରେମର ରାଗିଣୀ ଗାଉଛି ।
ଚାରିଆଡ଼ ଅଜବ ଲାଗେ, ମନଟା ଜାଗ୍ରତ ହୋଇ ମଧ୍ୟ ପୁଣି ଶୁପ୍ତ ହୋଇଯା' । ଏଇ ମାୟା ଜାଲ ମଝିରେ ।
ଆପଣଙ୍କ ମତାମତ