ମୁଁ ସେଇ ଠକ ତପୁ ଯିଏ ଗଣିତ ନାଁ ରେ ପାଞ୍ଚଦିନ ମିଛ ପେଟକଟା ବାହାନା କରି ଘରେ ପଡିଥିଲା ।
ହାରେ କିଛି ନକହିଲେ ତ ଏ ବେଶି ହେଉଛନ୍ତି, ମୁଁ ଠିକ୍ ଚାରିଟା ରେ ଘର କୁ ଆସିବି ସେତେ ପର୍ଯ୍ୟନ୍ତ ମୁଁ ଜାହା ଜାହା କାମ ଦେଇଛି ସେସବୁ...
କିଛି ସମୟ ପରେ ମୁଣ୍ଡରେ ହାତ ବାଡ଼େଇ ସେଠୁ ଉଠି ଯାଉ ଯାଉ ଗୁଣୁ ଗୁଣୁ ହେଇ କହୁଥିଲେ ଏ ଅଳପ ବିଦ୍ୟା ବଡ ଭୟଙ୍କରୀ ଲୋ ଝିଅ ।
ମନେ ମନେ, ରହି ରହି, ବାରମ୍ବାର ଗୋଟେ କଥା ଆସେ ମୁଁ ତୋର ଆପଣାର ଅତି ଆପଣାର, ମତେ କାଇଁ ଛନ୍ଦିଲୁ ତୁ ଆଉ କାହା ହାତେ ।
ସମୟ ସହ ଧିରେ ଧିରେ ସବୁ ବଦଳି ବାକୁ ଲାଗିଲା ।
କିନ୍ତୁ ତା ସହ କଥା ହେଲା ପରେ ମୋ ଆଖି ଉଜ୍ଜ୍ୱଳ ହୋଇ ଉଠିଲା, ସେ ଛୋଟ ଝିଅ ଟି ମତେ ଜୀବନ ର ବହୁତ୍ ବଡ ଶିକ୍ଷା ଦେଇ...
ଏଡେ ଇଏ ମଣିଷ ଟେ, ଏତେ ଦୁରକୁ ଜାଉଛି ମୋ ପିଲା ରହ ମୁଁ କେବେଠୁ କେତେ ପଇସା ରଖିଛି, କହି କାନି ମଙ୍ଗର ସାତ ସିନ୍ଦୁକରୁ ପର୍ସ ଖଣ୍ଡେ...
ଖାଲି ସେତିକି ନୁହଁ ଦିନେ ନା ଓଳିଏ ପୁରା ସାତ ଦିନ ସାତ ରାତି ସେଇ ବୈଶୀ ମାନେ ଚିଲ ଶାଗୁଣା ପରି ତାକୁ ଖାଇଥିଲେ।
ଯଦି ସେ ଦେଲାବେଳେ ନିଜର ଥିଲା ତ ନେଲାବେଳେ ନିଜର କାହିଁକି ନୁହଁ ବୋଉ ।
ପ୍ରଶାନ୍ତ ସବୁବେଳେ ଡାକ ଡବାଟିକୁ ହାତମାରିଥାଆନ୍ତି କାଳେ ଆଉକିଛି ଚିଠିଆସିଥିବ । ମେହେକର ଛୁଆ ଦୁଇଜଣ କିଛି ବଡ ହୋଇଗଲେଣି।
ଆପଣଙ୍କ ମତାମତ