ତିନୋଟି ଅକ୍ଷରେ ଗଢା ଦୁଇଟି ନାଁ ସେ ଚାରି ଆଖ୍ଵରେ ଦିଶେ ସାରା ଦୁନିଆଁ
ଭ୍ରମର ଗାଏନି ତୁଛେ ପ୍ରୀତିର ଗୁଞ୍ଜନ ମଧୁ ଭ୍ରମେ ଫୁଲେ ଫୁଲେ ଦିଏ ସେ ଚୁମ୍ବନ
ମନ ଆକାଶର ଅନେକ ରୂପ କେବେ ଧଳା ପୁଣି କେବେସେ କଳା
ନବ ବଧୂ ବେଶ ସାଜିଅଛି ଆଜି ମରତେ ପୂଜା ମଣ୍ଡପ ମାଁଙ୍କର ପାଦ ପଡିବ ମଣ୍ଡପେ ବାଜୁଛି ଢ଼ୋଳ ବାଇଦ ॥
ଭାଗ୍ୟବତୀ ତୁମେ ଫୁଟିଲ କି ଭାଗ୍ୟରେ ହାର ତୁମ ଶୋଭାପାଏ ଶିବଶମ୍ଭୁ ଗଳାରେ ।
ଭାବିବା ପାଇଁ କି ତାକୁ ନ ଥାଏ ମନା ସେ ଭାବନା ପକ୍ଷୀର ସୁନେଲି ଡେଣା ସ୍ୱର୍ଗ ପାରିଜାତ ସେ ଆଣିବ ତୋଳି କେତେ ଦୂର ଯିବ ତାକୁ ନ...
ଦରିଆର ଜୁଆର କୁ ବସି ମୁଁ ଗଣୁଛି ଜୁଆର ଦରିଆର ପ୍ରେମେ ବନ୍ଧା ଅଛି, ତୋ ଆଖି ଚାହାଣି ପ୍ରିୟା ମନର ଭାଷା କହିଲୁ ନି ଖୋଲି କଲୁ ଲୋ...
ସଳଖ ନ ଥାଏ କେବେ ସ୍ମୃତିର ରେଖା ମନ ସଳିତାରେ ଆମ ଆଲୋକ ଶିଖା, ଆମା ଆକାଶରେ ସ୍ମୃତି ପୂର୍ଣିମା ଚାନ୍ଦ ସ୍ମୃତି ଆଣେ ବେଳେ ବେଳେ ଅପୂର୍ବ ଆନନ୍ଦ...
ହେ ମାଁ ଖଡ୍ଗ ହସ୍ତା ମନୋହର ରୁପଯୁକ୍ତା ସର୍ବ ଶକ୍ତିମୟୀ ତୁମେ ସର୍ବକ୍ଷେତ୍ରେ ଅଲକ୍ଷା
ଆପଣଙ୍କ ମତାମତ