ମୁଁ ଜାଣିପାରିଲି, କେବଳ ଗୋଟିଏ ଚେମେଡ଼ା ରୋଗ ଅଛି ଯିଏ କି ରକ୍ତରେ ସହଜରେ ଧରା ପଡ଼େନାହିଁ ଏବଂ ଆଣ୍ଟିବାୟୋଟିକ୍ ଦ୍ୱାରା ଅଳ୍ପ ଦବିଗଲେ ସିନା ସିମ୍ପଟମ୍କୁ ଘୋଡ଼ାଇ ଦିଏ...
ସାବିତ୍ରୀ ମାଉସୀଙ୍କ ମୁହଁରୁ ଶୁଖିଗଲା ରକ୍ତ । ନରି କ'ଣ କହୁଛି ? ଜୀବନସାରା କାଣି ହୋଇ ରହିଯିବି ? ଗୋଟିଏ ଆଖି ସେ କହୁଛି ଫୁଟାଇ ଦେବ ।...
ଆପଣଙ୍କ ମତାମତ