କିଏ ସେ ନାଚେ ଲୁଙ୍ଗିକି ଟେକି ମାରଇ ଲୁଙ୍ଗି ଡାନ୍ସ ଛାତ ଉପରେ ଝିଅକୁ ଦେଖି ମାରାଇ କିଏ ଚାନ୍ସ ।
ଭାରତ ମାତାର ସୁରକ୍ଷା ପାଇଁକି ଚାଲିଗଲେ ମୋର ପ୍ରାଣ ଛାତିରେ ପଥର ସାଜି ସହିଯିବୁ ଦେଉଛି ତୋତେଲୋ ରାଣ ।
ମୁଯେ ତାଙ୍କ ପାଇଁ ଭିକାରି ଗୋଟିଏ ମାଗୁଥିଲି ତାଙ୍କୁ ଭିକ ମୋତେ ସିଏ ତାଙ୍କ ଘରେ ରଖିଛନ୍ତି ନସହି ପାରି ମୋ ଦୁଃଖ
ଗାଧୁଆ ପାଧୁଆ କରେନି ଭଲରେ ହାତକୁ ନଧୋଇ ଖାଏ ଗୋଡ ହାତ ସିଏ ନଧୋଇ ରାତିରେ ବିଛଣାରେ ଯାଇ ଶୁଏ ।
ଚାହିଁଥିଲି ଟିକେ ହସ ମୋ ଓଠରେ କାହିଁକି ଭରିଲୁ ଲୁହ ଖୁସିକୁ ମୋହର ଛଡେଇ ନେଇତୁ ଛାତିରେ ଭରିଲୁ କୋହ ।
ବୁଝାଇଲେ ଅଜା ଶୁଣୁ ଆରେ କୁନା କରିଛୁ ଯଦି ତୁ ମନ କହୁଅଛି ତୋତେ କାରଣ ତାହାର ରଖିଥିବୁ ତୁହି ଧ୍ୟାନ ।
ତୋ ପାଇଁ କେତେସେ ମନ୍ଦିର ଯାଇଛି ଜାଳିଛି ତୋ ପାଇଁ ଦୀପ ଠାକୁରଙ୍କ ପାଖେ ଶୁଭ ମନାସୀ ସେ କରିଥିଲା କେଉଁ ପାପ ।
କଳଙ୍କର ବୋଝ ବହୁଛି ସାଥିରେ କଳଙ୍କିନୀ ଗୋଟେ ହୋଇ ଦୁନିଆଁ କହୁଛି କଳଙ୍କିନୀ ବୋଲି ପାରୁନାହିଁ ଜମା ସହି ।
କୁକୁର ସାଥିରେ ଗେହ୍ଲ ହେଉଛି, ଓଠରେ ତାର ଚୁମା ଦେଉଥାଏ ସ୍ୱାମୀ ତାର ଛଟପଟ ହେଉଛି ।
ସତ ତୁ କହଲୋ ମୋବିନା ସାଥିଲୋ କେମିତି କଟେ ତୋ ଦିନ ତୋବିନା ସତେଲୋ ଗୋଟାଏ ମୁହୁର୍ତ୍ତ ବୁଝେନି ମୋହରି ମନ ।
ଆପଣଙ୍କ ମତାମତ