ବାରମ୍ବାର ମୋ ମନକୁ ହତ୍ୟାକରି ଚାଲିଛ ସବୁ ସ୍ଥିତିରେ ମୁଁ ପାଲଟି ଯାଇଛି ଗୋଟେ ପରାଜିତ ଓ ଲାଞ୍ଛିତ ନାରୀ ।
ଯେଉଁ ପୁଅ ଉପରେ ତା ମାଆ ବାପାଙ୍କର ଆଶୀର୍ବାଦ ଥାଏ, ମାଆକୁ ଯେଉଁ ପୁଅ ଖୁବ୍ ଖୁସିରେ ରଖେ ସେ ପୁଅ କୁଆଡେ ଯେଉଁ ମାଟିରେ ହାତ ଦିଏ ସେଇ...
ତମେ କିନ୍ତୁ ପୁରା ଓଲଟା ସବୁବେଳେ ତର୍କ ବୁଝି ନ ବୁଝିବାର ଛଳନା କରି ମୋ ହୃଦୟକୁ କ୍ଷତାକ୍ତ କରି ଚାଲିଛ ।
ସତ କହିଲ ତମ ଭଲପାଇବା କଣ ଖାଲି ଅଭିନୟ ଥିଲା ?
ବୋଧହୁଏ ସେମାନେ ସ୍ୱାମୀ ସ୍ତ୍ରୀ ଥିଲେ । ସ୍ତ୍ରୀ ଲୋକଟି ଏମିତି ଠାଣିରେ ତା ସ୍ୱାମୀକୁ ଡାକୁଥିଲା ସତେ ଯେମିତି ସେ ଟ୍ରେନ୍ ତାକୁ ଦେଖି ଡରିକି ଠିଆ ହୋଇଯିବ...
ସତରେ ତୁମେ କଣ ଏ ଯାଏ ଏତିକି ଜାଣିନ ? ତୁମ ଶରୀର କେବଳ ତୁମର ତା' ଉପରେ ଆଉ କାହାର ବି କୌଣସି ପ୍ରକାର ଅଧିକାରର ପ୍ରଶ୍ନ ହିଁ...
ମନେ ପକାଇଲେ ଦୁଶୁଛି ଖାଲି ଗୁଡେ ବିଶ୍ୱାସଘାତକତା । ଭଲ କଣ ଆଉ କିଛି ବି ମନରେ ନାହିଁ । ଏତେ ଅପମାନ କେବେ କେହି ବି କରିନାହାନ୍ତି ।...
ଯାହା କିଛି କମିଛି ସବୁ ତମ ଭିତରୁ, ଦିନ ଆସିବ ତମେ ଦେଖିବ ଓ ଜାଣିବ ବି ଏମିତି କେମିତି ଅନ୍ୟାୟ ଭାବରେ ମୋତେ କଷ୍ଟ ହିଁ ଦେଇ ଚାଲିଛ...
ମୁଁ ତ ଏବେ ବନ୍ଦୀ ମୁକୁଳିବାର କିଛି ବି, ଜୁ ନାହିଁ କି ବାଟ ନାହିଁ ।
ସେ ଯୁବ ସେବାୟତ ମୋ କଥା ଶୁଣି ରାଗିଯାଇ କହିଲେ, "ସେମିତି ହେଲେ ଇଂଜିନ୍ ରିସ୍କ୍ ମୁଁ ନେବି ନାହିଁ ।"
ଆପଣଙ୍କ ମତାମତ