ବର୍ଷା ଦିନେ ଉଚ୍ଛୁଳି ପାରେ ପୁଣି କେବେ ବନ୍ୟା ହୋଇ ଭସାଇ ନେଇପାରେ ସଜଡ଼ା ସଂସାର, ନଈ କେବଳ ନଈ ହୋଇଥାଏ, ସମୁଦ୍ର ହୁଏନା,
କେତେବେଳେ ଆସ ତୁମେ ସୁଖର ପୁନେଇଁ ଜହ୍ନରେ ପୁଣି ଆସ ମୋ ଜୀବନେ ଦୁଃଖର ବିଷମ ତାତିରେ ।
ତାକୁ ଜାଳିବା ପରିବର୍ତ୍ତେ ନିଜେ ଜଳିଜଳି ଶେଷ ହୋଇଯିବାକୁ ଶ୍ରେୟ ମଣିଲି ।
ଅନେକ ଘାତ ପ୍ରତିଘାତ ଭିତରେ ରହି ସୁଦ୍ଧା ସଂଗୀତ ପ୍ରତି ଅହେତୁକ ଆକର୍ଷଣ ହିଁ ଆଜି ତାଙ୍କୁ ପ୍ରତିଷ୍ଠିତ କରିପାରିଛି ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ
କେଉଁଠି ଅଛ ତୁମେ କାହିଁକି ମୋ ସାଥିରେ ଖେଳ ଲୁଚକାଳି ।
ବିନ୍ଦୁ ବିନ୍ଦୁ ଝାଳକୁ ଅଞ୍ଜଳୀରେ ଧରି ତୁମକୁ ସମର୍ପଣ କଲି । ହେଲେ ତୁମେ ଆଜି କାହିଁକି ବୁଝୁନ ଯେ ତୁମରି ନେଇ ମୋ ସ୍ମୃତିର ସବୁଜ ଅରଣ୍ୟରେ ଭୟାବହ...
ପତର ଝଡ଼ୁଛି ଗୋଟି ଗୋଟି ହୋଇ ଶୀତକୁ ବିଦାୟ ଦେଇ, ଫଗୁଣ ଆସିଛି ପତ୍ର କଅଁଳୁଛି ତୁମ କଥା କହି କହି ।
ତୁମ କଥା ଭାବି ଭାବି ରାତିଦିନ କେମିତି ବିତୁଛି ତୁମେ ଥରେ ଦେଖିଯିବ ଆସ ।
ଅଥଚ ଠିକଣା ବେଳରେ ନ ଚାହୁଁଥିବେ ଶବ୍ଦମାନେ ଧସେଇ ପଶିଲେ, ମୋ ମନର ଗୋପନ କୋଠରୀ ମାନଙ୍କୁ ।
ଆପଣଙ୍କ ମତାମତ