'ଚୋରି', 'ହତ୍ୟା', 'ରାହାଜାନି'- ସର୍ବତ୍ର 'ଅତ୍ୟାଚାରର' 'ଦଣ୍ଡ' ତଥାପି ଆମେ ସଭିଏଁ ରାବଣ ପୋଡିବାକୁ ରୁଣ୍ଢ
ସମତାର ଛିଟାରେ ଖୋଲି ଯାଇଛି ତୋର ଛଦ୍ମବେଶ ତୋର ଆଜି ଖେଳ ଶେଷ !
ବିଷୁବ ରେଖାର ଏପଟ ବାଲା କହୁଛନ୍ତି ସେପଟ ବାଲା ଭଳି ହେବେ, ସେପଟ ବାଲା କହୁଛନ୍ତି ଏପଟ ବାଲା ଭଳି ହେବେ
ତୁମ ଭାଇ ବୋଲି ସେ ବଳାତ୍କାର କରିବାଟା କଣ ଧର୍ମ ?
ଆଜ୍ଞା ଯଦି ମୁଁ ତାଙ୍କ ଦୁଆର ମୁହଁରେ ମୁତୁଛି ଦାମ ବାବୁ ବି ମୋ ଦୁଆର ମୁହଁରେ ମୁତି ପାରିବେ।
ସେହି ଶଙ୍ଖକୁ ହାତେଇବା ପାଇଁ ଦରକାର ହେଲେ-ତୁମେମାନେ ଶହ ଶହ ବାର ଘଟ ପରିବର୍ତ୍ତନ କରିବ; ଜରୁରୀ ହେଲେ - ତୁମେମାନେ ଜନତାଙ୍କ ତିଳ, ତାଳ, ଚୂଳ ,ଚାଳ ସବୁ...
ଦେଶର ସାଧାରଣ ଜନତାଙ୍କ ଅମାପ ଧନ ସମ୍ପତ୍ତି ଲୁଟି କିଏ-କୁଆଡେ-କେତେବେଳେ ଚମ୍ପଟ ହୋଇ ଯାଉଛି ସେ କଥାର ତ ଟିକେ ହେଲେ ବି ନିଘା ନାହିଁ
ସାର୍ବଭୌମତାର "ସ" ଅକ୍ଷର ବୁଝୁ ନ ଥିବା ସାମାଜିକ ଏକତାର ଭକ୍ଷକମାନେ ଆଜି ନିଜେ ନିଜେ ସନାତନର-ରକ୍ଷକ
ଜ୍ଞାନ ଅର୍ଜନ କଲେ ଶୁଦ୍ରଟି ସ୍ୱତଃ ବୁଦ୍ଧ ବା ବ୍ରାହ୍ମଣରେ ରୂପାନ୍ତରିତ ହୋଇ ଯାଏ ! ଏଥି ପାଇଁ ଜଗତର କୌଣସି ପ୍ରମାଣପତ୍ରର ଲୋଡ଼ା ନାହିଁ !
ଓସିଏ ପଡ଼ିଆର ବାଉଣ୍ଡାରୀ ବାହାରେ, କଦମ୍ବ ମୂଳେ ସ୍ୱଚ୍ଛ ଭାରତର ସମସ୍ତ ମନ୍ତ୍ରକୁ ଆହୂତି ଦେଇ ଖୁବ ହାଲକା ଅନୁଭବ କଲୁ ।
ଆପଣଙ୍କ ମତାମତ