ତେଣୁ ଆମେ ଅନୁମାନ କରି "ଟମି... ଟମି ..." ବୋଲି ଡ଼ାକିଲୁ ସେ ମଧ୍ୟ ଡାକ ଶୁଣି ପାଖକୁ ଆସିଲା ଯାହା ଦେଲୁ ଖାଇଲା ।
ଏମିତି କଥା ତ ଆଉ କାହା ସହ ସେୟାର କରିପାରିବି ନାହିଁ ତେଣୁ ଏମିତି ଶାନ୍ତିରେ ବସିକି ଡାଏରୀ ରେ କିଛି ଲେଖି ଦେଇକି ମନକୁ ସାନ୍ତ୍ବନା ଦେବା କଥା...
ଆପଣଙ୍କ ମତାମତ