ଏମିତି ପାହିଗଲା ରାତି ଦିନପରେ ଦିନ ବିତିଗଲା ବର୍ଷ ପରେ ବର୍ଷ ।
କେଇଦିନ ପାଇଁ ତୁମେ ଆକାଶ ପାଲଟିଗଲ ମୁଁ ହୋଇଗଲି ପକ୍ଷୀ ତୁମେ ଫୁଲ, ମୁଁ ପ୍ରଜାପତି ମୁଁ ସଂଜ , ଆଉ ତୁମେ , ତୁମେ ତ ସଂଜବତୀ ।
ତାଙ୍କ ଭିତରେ ଭରି ଯାଇଥିଲା ଅନେକ ବ୍ୟସ୍ତତା । ସେ ବାରମ୍ବାର ଫେରି ଯାଉଥିଲେ ବାରଣ୍ଡାକୁ ।
ସଞ୍ଜବତୀ ଜଳେ ଜଳି ଲିଭିଯାଏ ରାତି ଆସେ ନଇଁ ନଇଁ ମୋ ଛାତି ଥରେ ତମେ ନ ଆସିଲେ ମୋ ଅଡୁଆ ଶେଯରେ ନିଆଁ ଲାଗିଯାଏ ।
କାହିଁ ଛୁଆଟା ତ ପାଟି ଖୋଲୁନି । ମୀନା ପାଗଳୀ ପରି ହାତ ବୁଲେଇ ଆଣିଲା ଛୁଆ ଦେହରେ ।
ମୁଁ ତୁମକୁ ଇସାରା କରିବି କିଛି ନକହିବା ପାଇଁ, ଇଙ୍ଗିତ କରିବି ତୁମକୁ ମୋ ଦେହରେ ମିଶିଯିବା ପାଇଁ ।
ତାକୁ ମୋର ମନ ଦେଲି ଭଲ ମୁଁ ପାଇଲି ପ୍ରତିରାତି ସ୍ୱପ୍ନରେ ମୋ ତାକୁ ମୁଁ ଦେଖିଲି ।
ଏଠି ସେଠି ପାଦ ଥାପି ଚାଲି ସଳଖୁ ସଳଖୁ ପଡ଼ିଗଲା ବେଳେ ତା ହାତ ଲମ୍ବି ଆସେ ଆଉ କାହା ଆଗରୁ ।
ଭାଙ୍ଗିପଡୁଛ କାହିଁକି ? ନଇଁପଡିଲେ ଅନ୍ଧାର ମାଡ଼ିବସିବ , ମାଡ଼ିବସିବ ଯେ ଆଉ ନଛାଡିବା ପାଇଁ ତୁମେ ଡରି ଡରି ମାରିବାକୁ ଭଲପାଇବ କି ?
ନିଜ ଠିକଣା ଖୋଜେ ମଟରଗାଡିରେ, ପେଟ ପାଇଁ ଚଣା ବିକୁଥିବା ସତ୍ୟମାନେ ଭାବ ବିକୁଥାନ୍ତି ବାଦାମବାଡ଼ିରେ ।
ଆପଣଙ୍କ ମତାମତ