-ଚାନ୍ଦରୁ ଦାଗକୁ ଆଣିଛ ବୋଳି ନହେଲେ, ରୂପ ଲାବଣ୍ୟରେ କେଜିତି ପାରି ?
ମଣିଷ ମାତର ହୋଇଣ କାତର 'ଧନଜନ ଆୟୁ ଦେଇ ସୁଖୀ କର' ମାଗେ ପ୍ରଭୁ ପାଦେ ଥାଇ ଅବସାଦେ 'ତଥାସ୍ତୁ' କହନ୍ତି ପ୍ରଭୁ ଶୋଇ ନିଦେ ।
ଏଥିପାଇଁ ଦାୟୀ ସିନା ସଂସାରର ରଚିତା ବୁଦ୍ଧି ଦେଇ ମାନବେ ବୁଦ୍ଧିଶୂନ୍ୟ ବିଧାତା ଲୋଭ ଜାତକରି ସମଗ୍ର ମାନବେ ସଂଚିଲା ସମ୍ପଦ ଭୂତଳ ଗରଭେ ଛପର ଫାଡ଼ି ଯଦି ଧନ...
କେମିତି ଅର୍ପିବି ବସ୍ତ୍ର ତୋହରି ଅଂଗରେ ଦେହ ଢାଂକିବାକୁ ନାହିଁ ଫୁଙ୍ଗୁଳା ଭାଗ୍ୟରେ ନୁଖୁରା ଚୁଟିକୁ ତେଲ ହିଁ ସପନ ତୋ' ଦେହ ଲାଗି କୁଂକୁମ ଚନ୍ଦନ, ନୁହେଁ କି...
କହ ତୁମେ ଜଗନ୍ନାଥ ବିଳାସେ ମଗନ ଭୁଞ୍ଜିବାର ଲାଗି ଖଞ୍ଜା ଭୋଗ ଛପନ ଶୟନ ନିମନ୍ତେ ସଜା ବଡ଼ ଦେଉଳ ଦାନ ମିଳେ ତୁମ୍ଭେ ସିନା ନଭରେ ଭିକ୍ଷା ଥାଳ...
ନାନାବାୟା ଗୀତ ହେଲା ଅଜଣା ଜହ୍ନ ମାମୁଁ ହାତେ ଖସି ପଡ଼େନା ଜନି ଜନି ଗାଇ ଗୀତ ପଢ଼ିଲେ କାର୍ଟୁନ୍ ଟିଭିରୁ କଥା ଶିଖିଲେ ।।
ଡିଆଁ କୁଦ ଭରା ଜୀବନ ଜଞ୍ଜାଳେ, ବ୍ୟଗ୍ର ସିନା ଆମେ ଦିନରାତି, ଡିମିଡିମି ହୋଇ ଅନ୍ତରେ ଜଳୁଥାଇ ଓଡିଆ ପୀରତି ।
ବଣୁଆ ଫୁଲର ପାଖୁଡ଼ା ତୀକ୍ଷ୍ଣ ନିଦା ଅବୟବ ଶ୍ୟାମଳ ବର୍ଣ୍ଣ ସୁହାଉ ନଥାଏ ତରୁଣୀ ଚାହାଣି ଲଜ୍ୟା, ଶଂକା କେବେ ତା'ମୁହଁକୁ ପୁଣି ନିବିଡ଼ତା ଡାକ ପାଇନି ହୁଣ୍ଡି ଦୁନିଆ...
ଦୁନିଆ ଦସ୍ତୁର ସଦା ପ୍ରଚଳିତ ଅନୁକମ୍ପା ନାହିଁ ଆମରି ସହିତ ସନ୍ଦେହ ଚକ୍ଷୁରେ ପରମାଦ ଗଣି ପରତେ ନଯିବେ ଆମ କଥା ଶୁଣି ।
ଯାହା ଶିଖିଥିଲି ଏ ଯାଏଁ ଜୀବନେ ଓଲଟା ହେଲାଣି ସବୁ ନୁଆ କରି ମତେ ଶିଖିବାକୁ ହେବ ସମାଜରେ ଚଳିବାକୁ ମୁଣ୍ଡ ଘୂରିଲାଣି ମୋହରି ଦିଗରେ ଆଖି ବୁଲିଲାଣି ମୋହରି...
ଆପଣଙ୍କ ମତାମତ