କାନ୍ଥ ଆଇନାରୁ ସିନା ଲିଭିଗଲା ସେହି ପ୍ରତିଛବି ଟି ତୁମର, ହେଲେ ମନ ଆଇନାରେ ଆଜି ଉଙ୍କି ମାରୁଥିବା ପ୍ରତିବିମ୍ବ ଟି କାହାର?
ମନ ଖୋଜୁଛି ଅହରହ ଆଜି ସେଇ ପୁରୁଣା ଦିନର ମିତ, ତୋ ବିନା ତୁଚ୍ଛ ଲାଗେ ଜଗତ, ତୁ ଫେରିଆ ରେ ଅତୀତ।
କି ପ୍ରକାର ଦେଶ ଇଏ ? ଜେଉଁ ଦେଶେ ଆଜି ଅନାଥ ଛୁଆଟି ଭିକ୍ଷା ମାଗି ମାଗି ରାସ୍ତା କଡ଼ରେ ବୁଲୁଥାଏ, ସେହି ଦେଶେ ପୁଣି କୁକୁର ଛୁଆଟି ଏସି...
ବାବୁରେ ଏବେ ସରି ଆସିଲା ତୋ ବେଳ, ପୂର୍ବ ପୁରୁଷଙ୍କ ଗୁପତ ଧନକୁ କରିସାରିଲେଣି ଖୋଳ ।
ଆପଣଙ୍କ ମତାମତ