ଚାରି ବରଷର ପିଲା ସେଇ ଭଲମନ୍ଦ କଥା ନ ବୁଝଇ, ଚଗଲାମି କଥା ପଶିଲା ତା ମଥା ଧୂଳି ଛୁଳ କଲା ବାଟ ପରେ, ପୋତିଦେଲା କଣ୍ଟା ତା' ଭିତରେ...
ହୋଲିଗୀତ ବଡ଼ପାଟିଆ ଗାଅ, ବାଇଦ ବାଜଣା ମନ ମତାଏ, ନାଚ ଚାଲୁଅଛି ଗୀତର ତାଳେ, ବଡ଼ସାନ ସବୁ ଏକ ଏ ମେଳେ ବଢ଼ିଆ ମଜା, ଚକଲେଟ୍ ଆଣି ଦିଅନ୍ତି ଅଜା...
ଆପଣଙ୍କ ମତାମତ