କବିତା ଜଳିଲା ଜୀବନ ଜଳିଲା ସେ ଜଳନ ର ପରିସମାପ୍ତି ନାହିଁ ଅନ୍ତରଦାହ ର ଅବଲୁପ୍ତ ଅଂଶ ଜଳୁଥିବ ଯୁଗ ଯୁଗ ଧରି ।
ବୟସକୁ ମିଥ୍ୟା ପ୍ରମାଣିତ କରି ହୁଏ ନାହିଁ ମୁହଁର ଛାପରେ ତାହା ସ୍ପଷ୍ଟ ଦେଖା ଯାଏ ଯୋଗ କର, ଭଲ ଖାଅ , ଚୁଟି ରଙ୍ଗ କର
କିଏ ଜଣେ ଭଦ୍ର ମହିଳା ହାତେ ଧରି ମଇଳା ଜରି ପୁଡିଆଟେ, ଖୋଜୁ ଥିଲେ ଜାଗା, କେଉଁଠି ପକାଇଲେ ତ୍ରାହି ପାଇବେ ।
ଦୁଇ ହଜାର ଅଠର ଏବେ ଏହା ବର୍ତ୍ତମାନ ଏହାହିଁ ମୂଲ୍ୟବାନ କର ତାର ଜୟଗାନ ଭଲରେ କଟି ଯାଉ ଦିନ ଇତିହାସକୁ ଗଲେବି ମନେ ରହୁ ସବୁଦିନ ।
ଗ୍ରନ୍ଥାଗାରରେ ବହି ସବୁ ବଢି ବଢି ଚାଲୁଛି କିନ୍ତୁ ପୁରାତନ ବହି ସବୁର ଆଦର କମି ଯାଉଛି ନୂତନ ଆସେ ପୁରାତନକୁ ସ୍ଥାନ ଚ୍ୟୁତ କରିବାକୁ ଏହା ସନାତନ ସତ୍ୟ...
ସୁଖ ସବୁ କ୍ଷଣିକ, ଦୁଃଖ ସବୁ କ୍ଷଣିକ, ନିରାଶା ସବୁ କ୍ଷଣିକ, ଜୀବନର ପ୍ରତି କ୍ଷଣରେ ଦ୍ୱନ୍ଦ୍ୱ ହିଁ ହୋଇଛି ବର୍ତ୍ତମାନ ।
ସେତେବେଳେ ଶୈଳଶ୍ରୀବିହାରରେ ବେଶୀ ଲୋକ ରହୁ ନ ଥିବାରୁ ଘର ଗୁଡାକ ସବୁ ଖାଲି ପଡି ରହୁ ଥିଲା ତେଣୁ ଭଡା ଲାଗିବାର ପ୍ରଶ୍ନ ନ ଥିଲା ।
ବୟ୍ ଟି କିଛି ନ କହି ମୁହଁକୁ ଆହୁରି ଟିକିଏ ତଳକୁ କରି ଠିଆ ହେଲା, ମୁଁ ଆହୁରି ବିରକ୍ତ ହେଲି ଆଉ ତାକୁ ଶୀଘ୍ର ସେଠାରୁ ଚାଲିଯିବା ପାଇଁ...
ହେ ମୋର ଗୁରୁ ! ମତେ ସ୍ୱପ୍ନ ଦେଖିବା ପାଇଁ ଆବେଶିତ କରନ୍ତୁ ମୋ ଭିତରେ ଥିବା ଶକ୍ତି କୁ ଉଜାଗର କରନ୍ତୁ ଉପଯୁକ୍ତ ଅଭ୍ୟାସ ର ବିକାଶରେ ନୂତନ...
ସେ କଣ ଭାବୁ ଥିଲେ ମୁଁ ଜାଣେ ନାହିଁ କିନ୍ତୁ ମୁଁ ମନେ ମନେ ଭାବୁ ଥିଲି ଆଉ ଏ ମାମିନା ଘରକୁ ଭବିଷ୍ୟତରେ ଆସିବି ନାହିଁ ।
ଆପଣଙ୍କ ମତାମତ