ସେହି ବିରାଟକାୟ ନକ୍ଷତ୍ର ଅର୍ଥାତ୍ ପୃଥୁରାଜଙ୍କଠାରୁ ଇକ୍ଷ୍ୱାକୁ ଅର୍ଥାତ୍ ସୂର୍ଯ୍ୟବଂଶର ପ୍ରଥମ ରାଜା - ସୂର୍ଯ୍ୟ (ଜ୍ୟୋତିଃବେଦ ଅନୁସାରେ ନବଗ୍ରହ ମଧ୍ୟରୁ ପ୍ରଥମ ଗ୍ରହ) ଜନ୍ମଗ୍ରହଣ କଲେ ।
ମୁନିଋଷିମାନେ ପ୍ରକୃତ ତତ୍ତ୍ୱକୁ ଲୁଚାଇବା ପାଇଁ ପୁରାଣମାନଙ୍କରେ ଯେଉଁ ଗଣ୍ଠି ପକାଇ ଯାଇଛନ୍ତି, ତାହା ମୁଁ ଫିଟାଇ ଦେଇଛି ମାତ୍ର ।
ତୋର ବୀର୍ଯ୍ୟରୁ ଜାତ ମୋର ଗର୍ଭସ୍ଥ ସନ୍ତାନ ପ୍ରଥମେ ତୋତେ ବିନାଶ କରିବ ଏବଂ ପୃଥିବୀରେ ଅତି ପ୍ରତାପୀ ହୋଇ ଦେବଗଣଙ୍କୁ ଶତ୍ରୁତାଚରଣ କରିବ । ତ୍ରିପୁର ବିଜୟୀ ମହାପ୍ରତାପୀ...
ପ୍ରାଚୀନ ଆର୍ଯ୍ୟ ବୈଜ୍ଞାନିକ ଚିନ୍ତାଧାରା ଗୁଡ଼ିକ ଅନ୍ଧବିଶ୍ୱାସ ରୂପରେ ସମାଜରେ ପ୍ରଚଳିତ ହେଲା ସିନା, କିନ୍ତୁ ତାର ତାତ୍ତ୍ୱିକ ଦୃଷ୍ଟିକୋଣ ସଂପର୍କରେ ଆମ୍ଭେମାନେ ସମ୍ପୂର୍ଣ୍ଣ ଅଜ୍ଞ ହୋଇ ରହିଗଲୁ ।
ସାବିତ୍ରୀ ଅମାବାସ୍ୟା ପର୍ବଟି ଆମ୍ଭେମାନେ ସୂର୍ଯ୍ୟଙ୍କର ଉତ୍ତରାୟଣ ପରିକ୍ରମା ସମୟରେ ଗ୍ରୀଷ୍ମକାଳର ମଧ୍ୟଭାଗରେ ଜ୍ୟେଷ୍ଠ ଅମାବାସ୍ୟା ତିଥିର ଦିବା ଦ୍ୱିପ୍ରହର ବେଳରେ ପାଳନ କରିଥାଉ ।
ସମାଜକୁ ଠିକ୍ ବାଟରେ ଚଳାଇବା ପ୍ରତ୍ୟେକ ଧର୍ମର ମୂଖ୍ୟ ଲକ୍ଷ୍ୟ । ତେବେ ବର୍ତ୍ତମାନ ଧର୍ମ ରଖିଛି କିଏ ?
ବରଷକେ ଥରେ ଆସିଛି ରଜ ଚୂଟିଆ ମୂଷାର ଭାରି ମଉଜ ।
ତେଣୁ ଦୁନିଆଁରେ ଅକାରଣରେ କାହାରି ସୃଷ୍ଟି ହୋଇନାହିଁ । ଯେଉଁ ପଦାର୍ଥ ଯାହା ପାଇଁ ଲୋଡ଼ା ଦୟାଳୁ ଈଶ୍ୱର ତାହାପାଇଁ ସେହି ପଦାର୍ଥ ସୃଷ୍ଟିକରି ରଖିଛନ୍ତି
ତଡ଼ାଗ ଲୋଡ଼ଇ କୁମୁଦ କମଳ, ସରଣୀ ଲୋଡ଼ଇ ଦୀର୍ଘତା ଦିବସ ଲୋଡ଼ଇ ତପନ କରଣ, ରଜନୀ ଲୋଡ଼ଇ ଶୁଭ୍ରତା ।।
ପୂର୍ବରୁ ପୃଥିବୀରେ ଅତିବୃଷ୍ଟି ସଙ୍ଘଟିତ ହେଉନଥିଲେ ସୁଦ୍ଧା ଜଳୀୟକଣା ତୁଷାର ରୂପରେ ଗିରିଶୃଙ୍ଗରେ ପଡ଼ି, ପୁନର୍ବାର ଜଳରେ ପରିଣତ ହୋଇ ସାଗର ସୃଷ୍ଟି କରିଥିଲା ।
ଆପଣଙ୍କ ମତାମତ