ପୃଥିବୀକୁ ଏକକ ପରିବାର ଦୃଷ୍ଟିରେ ଦେଖିବା ତୁମର ମାନବୋଚିତ ଧର୍ମ । ଏ ଦାୟିତ୍ୱକୁ ଏଡ଼ାଇ ଦେବା ପାପ ।
ବିଶ୍ୱାସ କଲେ ବିଷ ଦିଏ । ସୁଯୋଗ ଦେଲେ ଚୋଟ ମାରେ । ଯେତେ ଦେଲେ ମୁହଁ ଫେରାଏ । ନଇଁ ପଡ଼ିଲେ ନାକ ଟେକେ । ବିପଦ ବେଳେ...
ସେଥିପାଇଁ ହେ ମୋର ସମ୍ମାନନୀୟ ବାର୍ଦ୍ଧକ୍ୟ, ମୋ ପାଇଁ ତୁମେ କ'ଣ ତେବେ ଏକ ବିଡ଼ମ୍ୱିତ ବ୍ୟାଧି
ତୁମର ବା ଚାରା କ'ଣ ବାର୍ଦ୍ଧକ୍ୟ ? ଋତୁଚକ୍ରର ଅଲଙ୍ଘ୍ୟ ଆବର୍ତ୍ତରେ ତୁମେ ଆସିବ ହିଁ ଆସିବ । ତୁମେ ମଧ୍ୟ ବାଧ୍ୟବାଧକତାର ଶିକାର ।
ଯେ ପର୍ଯ୍ୟନ୍ତ କର୍ମଟିକୁ ଆପଣା ଘରର ପବିତ୍ର ପୂଜାପାର୍ବଣ ବୋଲି ମନେକରି ତାକୁ ଉତ୍ସବମୁଖର କରାନଯାଏ, ପାରମାର୍ଥିକ କରାନଯାଏ, ସେ ପର୍ଯ୍ୟନ୍ତ ତାହା ପୂଜା ପଦବାଚ୍ୟ ହୋଇପାରେ ନାହିଁ ।
କେବଳ ଖାଦ୍ୟକୁ ବୋଧହୁଏ ଛାଡ଼ିଦେଲେ, ଶିକ୍ଷା, ବୈଷୟିକ ଯୋଗ୍ୟତା, ନିଯୁକ୍ତି ପ୍ରାପ୍ତିର ଯୋଗ୍ୟତା ଏବଂ ଜୀବନଧାରଣ ପାଇଁ ଆବଶ୍ୟକୀୟ କର୍ମସଂସ୍ଥାନଟିଏ ପାଇଁ ଆଜିକାଲିର ପିଲା ବାରଦୁଆର ଶୁଣ୍ଢିପିଣ୍ଡା, ରାସ୍ତାଘାଟର ଯାଯାବର
ଭ୍ରୁଣ ହତ୍ୟା ପାପ ପାଇଁ କ୍ଷମା ଅଛି କି ନାହିଁ, କିଏ କହିବ ? ଅତିଥିର ହତ୍ୟା ପାଇଁ କେଉଁ ପ୍ରାୟଶ୍ଚିତ୍ତ କେତେ ଦୂର ସକ୍ଷମ, କିଏ କହିବ ?...
ଏ ମର୍ତ୍ତ୍ୟମଣ୍ଡଳରେ ଏକ ଦେହଧାରୀର ଗର୍ଭାଶୟରେ ପ୍ରାଥମିକ ପରିଚୟକୁ ଭ୍ରୁଣ କୁହାଯାଇପାରେ । କେଉଁ ପ୍ରଜାତିର ଭ୍ରୁଣ କେଉଁ ଗର୍ଭାଶୟରେ କେତେ ସମୟ ପର୍ଯ୍ୟନ୍ତ ଅବସ୍ଥାନ କରେ ତାହା ପରସ୍ପର...
ଭୋକର ଅଲଙ୍ଘ୍ୟ ଅମାନିଆପଣକୁ ଆଉଁଶି ଦେଇ, ଏ ବିଶ୍ୱରେ ଦେହଟିଏ ଧରି ବଞ୍ଚି ରହି, ସବୁକିଛିର ରହସ୍ୟର ରସରେ ଆପଣାକୁ ରସମଞ୍ଜୁଳ କରିବା ହିଁ, ଏକ ନିଧିନିମଗ୍ନ ନିଶା ।...
ହିମାଳୟକୁ ପୋଷାକ ପିନ୍ଧାଇବା କିମ୍ୱା ଫୁଙ୍ଗୁଳା କରିବା ଯାହା, ଦେହକୁ ବି ପୋଷାକ ପିନ୍ଧାଇବା ନ ପିନ୍ଧାଇବା ତାହା । ପୋଷାକ ସହିତ ତା'ର ସମ୍ପର୍କ ବା କେତେ ?...
ଆପଣଙ୍କ ମତାମତ