ମୁଦ୍ରିତ ଗଣମାଧ୍ୟମର ବିକାଶ ଓ ପ୍ରସାର ସହିତ ପ୍ରକାଶ କରିବାର ସ୍ୱାଧୀନତା ବା ଲେଖିବାର ସ୍ୱାଧୀନତା ପ୍ରସଙ୍ଗଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
ବଜାର ହାଟମାନଙ୍କରେ ଯେପରି ପୂଜା ସମୟର ବର୍ଣ୍ଣାଢ୍ୟତାକୁ ବାରି ହୁଏ ସେହିପରି ରାସ୍ତାକଡ଼ର ମ୍ୟାଗାଜିନ୍ ଷ୍ଟଲମାନଙ୍କରେ ପୂଜା ସାହିତ୍ୟର ଭରପୁର ଉପସ୍ଥିତିକୁ ଛୁଇଁ ହୁଏ ।
ଚଳଚ୍ଚିତ୍ର ନିର୍ମାଣର ଏହି ମୁଖ୍ୟସ୍ରୋତରୁ ଅଲଗା କିଛି ଭିନ୍ନ ରୁଚିର ଚଳଚ୍ଚିତ୍ର ମଧ୍ୟ କାଁ ଭାଁ ନିର୍ମାଣ କରାଯାଉଥିବାର ଦେଖିବାକୁ ମିଳୁଛି ।
ଗାନ୍ଧୀ ବଳରେ ବଳୀୟାନ୍ ହୋଇ ଭାରତ ସ୍ୱାଧୀନ ହେଲା ସତ । କିନ୍ତୁ ସ୍ୱାଧୀନତା ପରେ ଭାରତ ମାଟିରେ ଗାନ୍ଧୀ ଚେତନାଟି ଯଥାର୍ଥ ଭାବେ ବିକଶିତ ହୋଇପାରିଲା ନାହିଁ ।
ଆଜକୁ ସତୁରୀ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଡ଼ିଶା ବୋଲି ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶର ଭୌଗୋଳିକ ଗୌରବଟିଏ ଆମକୁ ମିଳିଥିଲା
ସଠିକ୍ ଆଧୁନିକତାର ସାମଗ୍ରିକ ପୁରୋଦୃଷ୍ଟିଟି ଯଦି ଆମ ପାଖରେ ଥାଆନ୍ତା, ତେବେ ଆମେ ହୁଏତ ଆମର ଭୂମି ସଂଲଗ୍ନ ଚେରଗୁଡ଼ିକୁ ନିଜ ହାତରେ ଏହିପରି କାଟି ଚାଲିନଥାନ୍ତୁ ।
ସମୁଦ୍ରକୁ ଲମ୍ଫ ଦେବାର ଦୁର୍ଦ୍ଦର୍ଷ କୁଶଳୀ ନାଉରୀପଣ ଆଜି ଅତୀତ ହେଲେ ବି ପର୍ବପର୍ବାଣୀ ଓ ଅନୁଷ୍ଠାନର ପଟୁଆର ଭିତରେ ତା'ର ସ୍ପନ୍ଦନ ଏବେ ବି ଉଷ୍ମ ଏହା ସ୍ୱୀକାର...
ଭାଗବତର ନବାକ୍ଷରୀ ଛନ୍ଦରେ ରଚିତ ଏହି ପୁସ୍ତକରେ କନିକା ରାଜାଙ୍କ କୁଶାସନ, ପ୍ରଜାଙ୍କଠାରୁ ବଳପୂର୍ବକ ଚଉଷଠି ପ୍ରକାର କର ଆଦାୟ ଓ ନିରୀହ ପ୍ରଜାମାନଙ୍କ ଅକଥନୀୟ ଦୁର୍ଦ୍ଦଶା ଆଦିର ବର୍ଣ୍ଣନା...
ଆଜିକି ବାଇଶି ବର୍ଷ ତଳେ ଓଡ଼ିଶାରେ ସର୍ବପ୍ରଥମ କରି ଆୟୋଜିତ ହୋଇଥିବା ଏହି ମେଳାଟି ଓଡ଼ିଶାର ପାଠକମାନଙ୍କ ଦ୍ୱାରା ଆଶାତୀତ ଭାବେ ଗ୍ରହଣୀୟ ହୋଇପାରିଥିଲା ।
ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ଦ୍ରୁତ ବିକାଶ ମୁଦ୍ରିତ ପୁସ୍ତକର ଭବିଷ୍ୟତ ପ୍ରତି ଆତଙ୍କ ବିଜ୍ଞାନ ମଣିଷକୁ ଭେଟି ଦେଇଛି କମ୍ପୁ୍ୟଟର, ଇଣ୍ଟରନେଟ୍ ଓ ୱେବ୍ସାଇଟ୍ ପ୍ରଭୃତି ।
ଆପଣଙ୍କ ମତାମତ