ସମ୍ପାଦକୀୟ ମଣ୍ଡଳୀ

ଶ୍ରୀଯୁକ୍ତ ଅଭୟ ସିଂହ
କେନ୍ଦ୍ରାପଡ଼ା
“ବିଜୟା” ପତ୍ରିକାର ପ୍ରଥମ ସମ୍ପାଦକ ଓ ଜଣେ ବରିଷ୍ଠ ପରିବେଶବିତ୍ ।

ଶ୍ରୀଯୁକ୍ତ ଗଜାନନ ମିଶ୍ର
ଟିଟିଲାଗଡ଼, ବଲାଙ୍ଗିର
ବରିଷ୍ଠ ଓକିଲ, ଓଡ଼ିଆ ଭାଷା ଆନ୍ଦୋଳନର ଜଣେ ସକ୍ରିୟକର୍ମୀ ।

ଶ୍ରୀଯୁକ୍ତ ସୁବ୍ରତ ପୃଷ୍ଠି
ଯାଜପୁର
ସଦସ୍ୟ ସଚିବ “ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା” ।

ଡ଼ ମୌସୁମୀ ପରିଡ଼ା
ଜଗତସିଂହପୁର
ଅଧ୍ୟାପିକା, ଓଡ଼ିଆ ବିଭାଗ ।

ଶ୍ରୀମତୀ ବାସନ୍ତୀ ଦାସ
ଭୀମଟାଙ୍ଗୀ-୧, ଘର ନଂ=୨୩୮୦,
ଭୁବନେଶ୍ୱର, ଓଡ଼ିଶା ।

ଇଂ ବିଦ୍ୟାଧର ପଣ୍ଡା
ବଉଳପଡା , ଆଠଗଡ଼ , କଟକ ।

ଡା: ନୀଳମାଧବ କର
ଓଲଭରହାମ୍ପଟନ, ଇଂଲଣ୍ଡ
ମନରୋଗ ଚିକିତ୍ସକ ଓ ଗବେଷକ  ।

ଡ଼ ବିରଜା ରାଉତରାୟ,
ମାଧପୁର, କେନ୍ଦ୍ରାପଡ଼ା ।

ଶ୍ରୀ ଶମ୍ଭୁନାଥ ଦାସ
ମୁଖ୍ୟ ସମ୍ପାଦକ “ଅଭିଯାନ”, ୧୨/୧, ମୟୂରଭଞ୍ଜ ରୋଡ଼,
କୋଲକାତା  – ୭୦୦୦୨୩  ।

ବିଧାନ ଚନ୍ଦ୍ର ସ୍ୱାଇଁ
ମୁକ୍ତପେଶା ସାମ୍ବାଦିକ ଓ ଲେଖକ
ପୁରୁଷୋତ୍ତମପୁର, ମାର୍ଶାଘାଇ, କେନ୍ଦ୍ରାପଡ଼ା

ଶ୍ରୀ ରାକେଶ କୁମାର ସାହୁ
ପାଣିକୋଇଲି, ଯାଜପୁର ।

.

 

To Top