ଦେହରେ ତାହାର ସବୁଜ ନେଳି ଇନ୍ଦ୍ରଧନୁ ରଙ୍ଗ ହୋଇଛି ବୋଳି ।
ପ୍ରୀତି ପଲ୍ଲବୀତ ସବୁଜ ପତ୍ରେ ତୁମେ ତ ବାରି ବୁନ୍ଦେ
ସବୁ ଦୁଃଖ ଚାଲିଗଲାପରେ ପୁଣି ଥରେ ଶୂନ୍ୟରୁ ଆରମ୍ଭ
ଏନ୍ତୁଡ଼ିଶାଳର ନିଆଁ ଠାରୁ ଯୁଇନିଆଁ ଯାଏ, ପ୍ରତି ପାହାଚରେ ସେ ନିଜକୁ କର୍ତ୍ତବ୍ୟ ପଥରେ ପାଏ ।
ଦରିଦ୍ରତା ଏପରି ଏକ ଛିଟା , ଯେଉଁ ଛିଟା ର କାଳିମା ଜୀବନକୁ ଅନ୍ଧାରରେ ଭିରିଦିଏ ସିନା , ମାତ୍ର ଆଲୋକର ବହ୍ନି ସୁଦ୍ଧା ସ୍ପର୍ଶ କରେନା । ଏଠି...
ବ୍ୟାଗ ରେ ସଉଦା ଧରି ଯାଉଥାଏ ରାସ୍ତାର ପାଣି ସବୁକୁ ଗୋଇଠା ମାରି ମାରି ବଲ୍ ଖେଳିଲା ପରି ।।
କେବେ ପ୍ରେମପତ୍ର କେବେ ତ କବିତା ଲାଲୀମା ର ପୃଷ୍ଠା ତଳେ କେବେ ଯେ ଗଣିତ କେବେ ଇତିହାସ କାଗଜର ଅନ୍ତରାଳେ
ତୋ ପ୍ରେମ ଟିକେ ନିଆରା, ନା ତାହାର ଆରମ୍ଭ ଅଛି, ନା କେବେ ଅନ୍ତ, ସିଏ ତ ଚାଲିଥିବା ଏମିତି ଏକ ବାଟ ଯେଉଁଠି ପ୍ରତିଟି ମୁହୂର୍ତ୍ତ ଗୋଟେ ନୂଆ...
ଅନେକ ଚେଷ୍ଟା କଲି ଭୁଲିଯିବାକୁ, ମନ ଆଇନା ପୋଛିଦେବାକୁ ହେଲେ ସବୁ ପୁରୁଣା ଦାଗ ତ ଲିଭେଇ ପାରେନା
ନା କେବେ ତୁମେ ତୁମ ଭଲପାଇବାକୁ ଦୁନିଆ ଆଗରେ ଦେଖାଇବାକୁ ଚାହିଁଛ, ନା କେବେ ନିଜ ତ୍ୟାଗର ହିସାବ ରଖିଛ ।
ଆପଣଙ୍କ ମତାମତ