ପ୍ରକୃତରେ ଆମେ ଦୁହେଁ କଳିଙ୍ଗ ପ୍ରଦେଶରୁ ଆସିଥିଲୁ । ସେଇଥିପାଇଁ ତ ।
କଳିଙ୍ଗା । ତୁମର ଲକ୍ଷ୍ୟ ତ ଅଭେଦ୍ୟ । – ସେପଟୁ କିଏ ଯେମିତି କହି ଉଠିଲା ।
ମୁଁ ତ୍ରିରଙ୍ଗା ଉଡାଇ ଫେରିବି କମ୍ବା ମୋର ଶରୀର ତ୍ରିରଙ୍ଗାରେ ଆବୃତ ହୋଇ ଫେରିବ । କିନ୍ତୁ ମୁଁ ଫେରିବି ନିଶ୍ଚୟ ।
ତୁମ ଆଗରେ ସେହି ଘଟଣା ଆଉ ଥରେ ଅଭିନୀତ ହେବ ଆଉ ତୁମେ ଏକ ପାତ୍ର ହିସାବରେ ଅନୁଭବ କରିବ ।- ଛାଇ ପୁଣି କହୁଥିଲା ।
ତୁମେ ସେ ସ୍ଥାନରେ ଥାଇ ଯୁଦ୍ଧ ନିଜ ଆଖିରେ ଦେଖିପାରିବ ।- ଛାଇ କହିଲା । ଛାଇର ମୁହଁରେ ଟିକିଏ ହସ ଥିଲା ଭଳି ଲାଗିଲା ।
ମରଣର ଆର୍ତ୍ତନାଦ ସବୁକିଛି ଚିରି ଦେଉନି । ତୁମ ଚାରିପାଖେ କୁମ୍ଭାର ଘର ନିଆଁ ଜଳୁନି । ତୁମ ଘର ଭିତରକୁ ତୋପର ଗୋଳା କାନ୍ଥ ଭାଙ୍ଗି ପଶି ଆସୁନି...
ଘାତକ ପ୍ଲାଟୁନର ସବୁଠାରୁ କୌଶଳୀ ଯୋଦ୍ଧା ଶତ୍ରୁକୁ ନର୍କରେ ପହୁଁଚାଇ ନିଶ୍ୱାସ ନେବ । ଛାଇ ଅବିନାଶର ମୁହଁରେ ଅଭିନୀତ ହେଉଥିବା ଯୁଦ୍ଧକୁ ଦେଖିପାରୁଥିଲା ।
କେମିତି ତାର ଶିରାଳ କଳା ହାତରେ ଜାବୁଡ଼ି ଧରିଥିଲା ମୋତେ ତାର ଝିଅ ଭାବି ? ଆଉ ମୁଁ ଆଗପଛ ନ ଭାବି ଏକଦମ୍ ଭୟରେ ଠେଲି ଦେଇଥିଲି ତାକୁ...
ମୋର ତା ପ୍ରତି ବୈରାଗ୍ୟ ମନୋଭାବକୁ ନେହା ବଳେ ହୃଦୟଙ୍ଗମ କରିଯିବ । ବାସ୍, ସେ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିବା ଛଡ଼ା ଅନ୍ୟ ଉପାୟ ନାହିଁ ।
ଆପଣଙ୍କ ମତାମତ