ସବୁ ନ ହେଲେ ବି ଅଧିକାଂଶ ଆତ୍ମହତ୍ୟାର ପ୍ରତିରୋଧ ସମ୍ଭବ । ଏହା ଏକ ପ୍ରକ୍ରିୟା, କୋଣସି କାରଣରୁ ଆରମ୍ଭ ହୋଇ ଧୀରେ ଧୀରେ - “ମୃତ୍ୟୁ ବିଷୟରେ ଚିନ୍ତା,...
କୋଭିଡ-୧୯ ସମୟରେ ଯଥା ସମ୍ଭବ ସତର୍କ ରହି, ନିଜ ସ୍ୱାସ୍ଥ୍ୟକୁ ଜଗି, ନିଜ ସାମାଜିକ ବ୍ୟବହାରରେ ଆବଶ୍ୟକ ହେଉଥିବା ପରିବର୍ତ୍ତନ ଆଣି, ଆପଣ ଏ ମହାମାରୀରେ ସୁରକ୍ଷିତ ରହି ପାରିବେ...
ଅନ୍ୟର ଅସୁବିଧା କଥା ଶୁଣିଲେ ଲୋକେ ସାଧାରଣତଃ ସାହାଯ୍ୟ କରିବାକୁ ଉପାୟ ବତାନ୍ତି; ଓ ଏମିତି ଯିଏ ଯାହା କହିଲା ସେ ଉପାୟ ବି ଲୋକେ କରନ୍ତି ।
ଭାରତବର୍ଷରେ ଏହାର ବହୁଳ ବ୍ୟବହାର କାରଣରୁ ଲବଙ୍ଗକୁ ବିଦେଶରୁ ମଧ୍ୟ ମଗାଯାଇଥାଏ । ପ୍ରାୟତଃ ଲବଙ୍ଗ ଗଛରେ ୯ ବର୍ଷ ପରେ ଫୁଲ ଧରିଥାଏ । ଏହି ଫୁଲକୁ ଶୁଖାଇ...
ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜାରିରୀ । ମାତ୍ର ସମଗ୍ର ବିଶ୍ୱରେ ବର୍ତ୍ତମାନ ହୃଦରୋଗ ଜନିତ ମୃତ୍ୟୁହାର ବଢି ଚାଲିଛି ।
ଅସହ୍ୟ ହୋଇଯାଇଥିବା ସମ୍ପର୍କରେ ଜୀବନ ଜଳିପୋଡ଼ି ପାଉଁଶ ହୋଇଯିବା ପୂର୍ବରୁ ସେମାନଙ୍କୁ ସମାଜ ଏକ ମାର୍ଜିତ ଓ ଗ୍ରହଣୀୟ ପଦ୍ଧତିରେ ସାହାଯ୍ୟ କରିବା ଉଚିତ ।
ଖଜୁରୀକୁ ଶିଳରେ ବାଟି ଛୋଟପିଲାଙ୍କୁ ଚଟାଇବା ଦ୍ୱାରା ପିଲାମାନଙ୍କର ଦାନ୍ତ ମଜଭୁତ୍ ହେବା ସହ ଦାନ୍ତଗୁଡ଼ିକ ସହଜରେ ଉଠିଯାଇଥାଏ, କାରଣ ଖଜୁରୀରେ ପ୍ରଚୁର ପରିମାଣରେ କ୍ୟାଲ୍ସିୟମ୍ ରହିଅଛି ।
"ତୁଳସୀ"ର ନାମ ଉଚ୍ଚାରଣ କଲେ ସ୍ୱତଃପ୍ରବୃତ୍ତ ମନରେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୁଏ
ମହିଳାମାନଙ୍କର ପ୍ରଦର ରୋଗ, ଉଚ୍ଚ ରକ୍ତଚାପ, ତୁଣ୍ଡ ଘା', ମୁଣ୍ଡବିନ୍ଧା, ଆଳସ୍ୟ, ଶରୀର ଭାରି, ଚିଡ୍ଚିଡ଼ାପଣ, ବ୍ରଣ, ଚର୍ମରୋଗ ଆଦି ବହୁତ ରୋଗ କୋଷ୍ଠବଦ୍ଧତା ହିଁ କାରଣ ଅଟେ ।
ଆପଣଙ୍କ ମତାମତ