ପ୍ରକାଶନର ନିୟମାବଳୀ
ଆମେ ଓଡିଆରେ ନିଜ ଲେଖା ପ୍ରକାଶିତ କରିବାକୁ ଚାହୁଁଛନ୍ତି କି?
ଯଦି ଆପଣ ନୂତନ ଲେଖିକା/ଲେଖକ
ସ୍କାନ କରା ଯାଇଥିବା ହାତ ଲେଖା ଅଥବା D.T.P. ହୋଇଥିବା ଓଡ଼ିଆ ଲେଖା, ନିଜର ଲେଖକ ପରିଚୟ (୧୦୦-୧୫୦ ଶବ୍ଦ ମଧ୍ୟରେ), ଦୁଇଟି ଡିଜିଟାଲ ଫଟୋ ( ଫଟୋଗୁଡିକର ଆକାର ବଦଳାନ୍ତୁ ନାହିଁ । ଆପଣ କେବଳ ଡିଜିଟାଲ ଫଟୋ ପଠାଇବେ, ଆକାର ବଦଳାଇବାର ଦାୟିତ୍ଵ ଆମେ ଓଡ଼ିଆର ।) ସହିତ ନିମ୍ନ ତଥ୍ୟ ଆମ୍ଭ ପାଖକୁ ଇ-ମେଲ (info@ameodia.com) ମାଧ୍ୟମରେ ପ୍ରତ୍ୟେକ ମାସର ୧୦ ତାରିଖ ପୁର୍ବରୁ ପଠାଇପାରିବେ ।
୧. English ରେ ଆପଣଙ୍କର ନାମ ।
୨. ଓଡ଼ିଆରେ ଆପଣଙ୍କର ନାମ ।
୩. ଆପଣଙ୍କର ଇ -ମେଲ ।
୪. ଆପଣ ଅଂଶଗ୍ରହଣ କରୁଥିବା social networking ସାଇଟ ( facebook, twitter, pinterest, google plus, instagram, linkedIn)ର profile address ।
୫. ଆପଣଙ୍କର ମୋବାଇଲ ନମ୍ବର । (ପ୍ରକାଶ କରାଯିବ ନାହିଁ )
ବିଶେଷ ଅନୁରୋଧ : ଆପଣ କେବଳ ଡିଜିଟାଲ ଫଟୋ ପଠାଇବେ, ଆକାର ବଦଳାଇବାର ଦାୟିତ୍ଵ ଆମେ ଓଡ଼ିଆର । ଆପଣଙ୍କ ଜାଣିବା ନିମନ୍ତେ କି କେତେ ବଡ଼ ଫଟୋ ଦରକାର : ଗୋଟିକର ଆକାର ୧୬୦୦x୯୬୦ ପିକ୍ସେଲ ଏବଂ ଅନ୍ୟଟି ପାସପୋର୍ଟ ଆକାରର, ଆକାର ବଦଳାଯାଇ ସ୍ଥାପନ କରାଯିବ । ଲେଖା ନିଜସ୍ୱ ହୋଇଥିବା ଦରକାର କପିରାଇଟ୍ ଉଲ୍ଲଂଘନ ପାଇଁ ସମ୍ପାଦକୀୟ ବୋର୍ଡ ଦାୟୀ ରହିବ ନାହିଁ । ଅନୁବାଦିତ ଲେଖା ଗୁଡିକରେ ମୂଳ ଲେଖିକା/ଲେଖକଙ୍କୁ ଶ୍ରେୟ ଦେବା ଆବଶ୍ୟକ ।
ଡାକ ଯୋଗେ ପଠାଇବାର ଠିକଣା
ରଶ୍ମିରେଖା ମହାରଣା
ସମ୍ପାଦିକା, ଆମେ ଓଡ଼ିଆ
କମାରଖଣ୍ଡି, ଶ୍ରୀ ବଳଦେବ ଜୀଉ
କେନ୍ଦ୍ରାପଡ଼ା-୭୫୪୨୧୨, ଓଡ଼ିଶା
ହସ୍ତଗତ ହୋଇଥିବା ଲେଖା ଯଦି ପ୍ରକାଶିତ ଯୋଗ୍ୟ ବିବେଚିତ ହୁଏ ତା’ହେଲେ ପର ମାସର ସଂକଳନରେ ପ୍ରକାଶ ପାଇବ । ଅର୍ଥାତ ଜାନୁୟାରୀ ୧୦ ତାରିଖ ସୁଦ୍ଧା ମିଳିଥିବା ଏବଂ ଯୋଗ୍ୟ ବିବେଚିତ ହୋଇଥିବା ଲେଖା ଫେବ୍ରୁୟାରୀ ମାସର ସଂକଳନରେ ପ୍ରକାଶ ପାଇବ ।