ପୁଅ ମୁଁ ତୋତେ ପୁଅ ରୂପେ ପାଇ ଧନ୍ୟ ହୋଇଛି " ମାଆଙ୍କ ଆଖି ଖୁସିରେ ଛଳଛଳ ହୋଇଗଲା
ହଠାତ୍ ବୁଢ଼ା ଲୋକଟିଏ କାନ୍ଦି କାନ୍ଦି ସେଠାକୁ ଆସିଲା । ବାରମ୍ୱାର ସମସ୍ତଙ୍କୁ ଗୁହାରୀ କରୁଥିଲା ।
ସ୍ୱାଇଁବାବୁ କାହ୍ନାକୁ ଧରି ତା' ଗାଲରେ ଚାରି ଛଅ ଥାପୁଡ଼ା ଖୁବ୍ ଜୋର୍ରେ ଲଦି ଦେଲେ ।
ଚଳିତ ଦଶମ ବୋର୍ଡରେ ଚାରୋଟି ବିଷୟରେ ଫେଲ୍ ହୋଇ ୨୨ ପ୍ରତିଶତ ନମ୍ୱର ରଖିଛି । ସେଥିପାଇଁ ମୁଁ ଖୁବ୍ ଗର୍ବିତ । ତା' ବିଫଳତା ପାଇଁ ତାକୁ ଅଭିନନ୍ଦନ...
ମାଆ ଆପଣଙ୍କୁ ହେଲ୍ମେଟ୍ ପିନ୍ଧି ଯିବାକୁ କହିବାରୁ ବିରକ୍ତ ହେଲେ । ମୁଁ କିନ୍ତୁ ଘରୁ ହେଲ୍ମେଟ୍ ନେଇ ଦୌଡ଼ି ଯାଇ ଆପଣଙ୍କୁ ଧରାଇ ଦେଲି ।
ବିଦ୍ୟାଳୟକୁ ଟଙ୍କା ପଇସା, ସୁନା ଭଳି ମୂଲ୍ୟବାନ ପଦାର୍ଥ ନ ଆଣିବାକୁ ବୁଝାଇଲେ ।
ବାପା ଠିକ୍ କହୁଛନ୍ତି । ଆମ ଘରେ ତ ପଢ଼ିବାକୁ ଭଲ ଜାଗା ଅଛି ଏ.ସି. ଲାଗିଛି । ଏଠି ଅଯଥାରେ କାହିଁକି ପଡ଼ି ରହିଛୁ ?
ଜିତୁ ଫେରି ଆସୁଥିବା ଦେଖି ଶିକ୍ଷକ ଏକ ପଳାଶ ବୁଦା ଉହାଡ଼ରେ ଲୁଚି ଗଲେ । ଜିତୁ କିନ୍ତୁ ଏକଥା ଜାଣି ପାରିଲା ନାହିଁ ।
ଅନୁସନ୍ଧାନ କରିବାକୁ ଅର୍ଜୁନର ଶ୍ରେଣୀ କୋଠରୀକୁ ପଶିଲେ । ଗଲାବେଳେ ସୋମ୍, ଲିପୁନ୍ ଓ ସତ୍ୟମ୍ ଝରକା ପାଖରେ ଠିଆ ହୋଇଥାନ୍ତି ।
ତେଣୁ ଦୁନିଆଁରେ ଅକାରଣରେ କାହାରି ସୃଷ୍ଟି ହୋଇନାହିଁ । ଯେଉଁ ପଦାର୍ଥ ଯାହା ପାଇଁ ଲୋଡ଼ା ଦୟାଳୁ ଈଶ୍ୱର ତାହାପାଇଁ ସେହି ପଦାର୍ଥ ସୃଷ୍ଟିକରି ରଖିଛନ୍ତି
ଆପଣଙ୍କ ମତାମତ