ଜ୍ୟୋତ୍ସ୍ନା ମହାପାତ୍ର

ଜ୍ୟୋତ୍ସ୍ନା ମହାପାତ୍ର

ପ୍ରକାଶନର ଶୁଭକ୍ଷଣରେ ଶ୍ରୀ ଶ୍ରୀ କୁଞ୍ଜକାନ୍ତ ମହାପ୍ରଭୁଙ୍କୁ ମୋର ଭକ୍ତିଅର୍ଘ୍ୟ କସ୍ତୁରୀ କବିତା ସଙ୍କଳନଟି ଅର୍ପଣ କରି ଆଶୀର୍ବାଦ କାମନା କରୁଛି । ସାହିତ୍ୟର ସ୍ୱୀକୃତି ନିମନ୍ତେ ନୁହେଁ ଯେଉଁମାନେ ଭଲ ପାଉଥିଲେ, ବାରମ୍ୱାର ଉତ୍ସାହିତ କରୁଥିଲେ, ତାଙ୍କରି ଆଗ୍ରହ ଭାଙ୍ଗି ପାରିଲିନି ବୋଲି, ମୋ ମନର କଥା ଓ କଳ୍ପନାକୁ କବିତାରେ ପରିପ୍ରକାଶ କରୁଛି ଏବଂ ଏହା ସାଥିରେ ମୋର ଭକ୍ତି, ଶ୍ରଦ୍ଧା ଆଉ ସ୍ନେହ ସେଇମାନଙ୍କୁ ଅର୍ପଣ କରୁଛି ।

Posts By ଜ୍ୟୋତ୍ସ୍ନା ମହାପାତ୍ର

To Top