ସୋନାଲି ସୁଚିସ୍ମିତା ତ୍ରିପାଠୀ

ସୋନାଲି ସୁଚିସ୍ମିତା ତ୍ରିପାଠୀ

ସୃଷ୍ଟିର ସମସ୍ତ ଉତ୍କର୍ଷ ସୃଜନୀ ମଧ୍ୟରେ କବିତା ଅନ୍ୟତମ, ଆତ୍ମ ଭାବ ପ୍ରକାଶ କରିବାର ମାଧ୍ୟମ, ଏବଂ ମୋ କବିତାର ପ୍ରତିଟି ଶବ୍ଦରେ ନିହିତ ମୋର ଆତ୍ମ ପରିଚୟ । ମୁଁ ଜଣେ ପୁତ୍ରୀ, ପ୍ରେମିକା, ପତ୍ନୀ, ଭଗିନୀ, ସର୍ବୋପରେ ମୁଁ ଜଣେ ଶ୍ରଷ୍ଟା, ଠିକ ତୁମ ପରି । ମୋର ସୃଜନୀ ବି କାଲାମର କାଳିହୋଇ ବହିଯାଏ ଚଞ୍ଚଳା ନଦୀଟିଏ ପରି, ସମର୍ପିତା ସେଇ ପରମାତ୍ମାଙ୍କ ଚରଣରେ ଯେପରି ନଦୀଟିଏ ମିଶିଯାଇ ଥାଏ ସେଇ ସୀମାହୀନ ସାଗରରେ । ଜନ୍ମ : ଦକ୍ଷୀଣପାରି , କେନ୍ଦ୍ରାପଡ଼ା । ଠିକଣା : ଭର୍ଜିନିଆ, ଆମେରିକା । ସ୍ୱାମୀ : ଶ୍ରୀଯୁକ୍ତ ଚନ୍ଦନ କୁମାର ନନ୍ଦ । ପିତା : ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ତ୍ରିପାଠୀ ଏବଂ ମା ଶ୍ରୀମତି ପୁଷ୍ପାଞ୍ଜଳୀ ତ୍ରିପାଠୀ । ଶିକ୍ଷା : ଏମ.ବି.ଏ. । କାର୍ଯ୍ୟ : ଇନ୍‌ଫୋସିସ୍‌ । ରୁଚି : ଲେଖା ଲେଖି ଏବଂ ରୋଷେଇ ।

Posts By ସୋନାଲି ସୁଚିସ୍ମିତା ତ୍ରିପାଠୀ

To Top