ଆଜିକୁ କୋଡ଼ିଏ ବର୍ଷ ତଳେ ମୁଁ ତମକୁ ଏମିତି ବେକକୁ ପୋକ କାମୁଡ଼ିଥିଲାବୋଲି ଦେଖାଇଥିଲି, ତମେ କ'ଣ କରିଥିଲ ମନେ ଅଛି ? ପୁରା ମୁହଁଟାକୁ ସେ'ଠି ଲଦି ଦେଇଥିଲ...
ଆପଣଙ୍କ ମତାମତ