ଶ୍ରୀ ଅମରେଶ୍ୱର ତ୍ରିପାଠୀ

ଶ୍ରୀ ଅମରେଶ୍ୱର ତ୍ରିପାଠୀ

ଠିକଣା- ମାୟାଭବନ, ବାଲିସାହି, ମଧୁପାଟଣା, କଟକ-୧୦ । ଶିକ୍ଷାଗତ ଯୋଗ୍ୟତା- ଏମ୍. ଏ (ଓଡ଼ିଆ) । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ଦିନଠାରୁ ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଲେଖନୀ ଚାଳନା କରିଆସୁଛି । କବିତାର ନିଶା ଯଦିଓ ଜୀବନକୁ ବାନ୍ଧି ରଖିଛି ତଥାପି ବିଚ଼ାରଧର୍ମୀ ପ୍ରବନ୍ଧରୁ ବି କଲମ ବାଟ ହୁଡ଼ିନି । ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପତ୍ରପତ୍ରିକାରେ କବିତା ତଥା ପ୍ରବନ୍ଧ ସମ୍ପାଦିତ ହେବା ସହ ସଂପ୍ରତି କଟକରୁ ପ୍ରକାଶିତ ଦ୍ୱିମାସିକ ଓଡ଼ିଆ ପତ୍ରିକା "ବିନ୍ଦାସ୍'ର ସହଯୋଗୀ ସମ୍ପାଦକ ଭାବେ କାର୍ଯ୍ୟରତ । ଓଡ଼ିଆ ଭାଷା ଓ ସାହିତ୍ୟରେ ନିରବଚ୍ଛିନ୍ନ ସାଧନା ଜୀବନର ମୂଳଲକ୍ଷ୍ୟ ।

Posts By ଶ୍ରୀ ଅମରେଶ୍ୱର ତ୍ରିପାଠୀ

To Top