ସପ୍ତମଶ୍ରେଣୀ, ମାର୍ଶାଘାଇ ଉ.ପ୍ରା. ବିଦ୍ୟାଳୟ, କେନ୍ଦ୍ରାପଡ଼ା । ମାର୍ଫତ- ପୁଷ୍ପଲତା ଗାହାଣ, ଗ୍ରାମ-ରାଢ଼ଙ୍ଗ, ଭାୟା-ନାଲିବର, ଜିଲ୍ଲା - ଜଗତସିଂହପୁର । ରୁଚି ଗଳ୍ପଲେଖିବା, ଚିତ୍ର ଆଙ୍କିବା, ଗୀତଗାଇବା ଇତ୍ୟାଦି ।
ଭାଲୁଟି ତା ପାଖକୁ ଗଲା । ସନେଇ ସେତେବେଳକୁ ପୁରା ଡରିଯାଇଥାଏ । ଭାଲୁ ତାର ଏପଟ ସେପଟ ଶୁଙ୍ଘିଲା ଓ ତା ଦେହରେ ଘଷିହେଲା ।
ଆପଣଙ୍କ ମତାମତ