ଶ୍ରୀ ବସନ୍ତ କୁମାର ସ୍ୱାଇଁ

ଶ୍ରୀ ବସନ୍ତ କୁମାର ସ୍ୱାଇଁ

ସମସାମୟିକ ରୋମାଣ୍ଟିକ୍ ଓ ନଷ୍ଟାଲିଜିଆ କବିତାର ଶବ୍ଦ ବୁଣୁଥିବା କବି । ସମ୍ପ୍ରତି ଠିକଣା - ଡି. ଆର୍. ଡି. ଏ. ସଅଁରା ଜଗତ୍ସିଂହପୁର । କମ୍ପ୍ୟୁଟର୍‌ର କି ବୋର୍ଡ଼ରେ ଅଙ୍ଗୁଳି ଚାଳନା କରୁ କରୁ, ନେଟ୍ କନେକ୍ଟ୍ କରୁ କରୁ ଅନ୍ୟମନସ୍କତାରେ ହେଉ ପଛେ ମାଉସ୍ କ୍ଲିକ୍ କରେ ଲିପ୍ ଅଫିସ୍ ବା ଆକୃତି । ଶବ୍ଦର ଶୁଭ୍ରମଲିକା ଝରିପଡେ଼ କବିତାର ଅଗଣାରେ । କେବେ ସ୍ମୃତି ପାଇଁ ଅଧିର ତ କେବେ ଗାଁ ମାଟି, ପାଣି, ପବନ ନଈକୁଳିଆ ସଞ୍ଜ ପବନରେ ବିଭୋର । ସ୍ୱପ୍ନ ଭୁଖ ମନ ନେଇ ତାଙ୍କ ସୃଜନୀର ସଂସାର ।

Posts By ଶ୍ରୀ ବସନ୍ତ କୁମାର ସ୍ୱାଇଁ

To Top