ନୀଳିମା ନିବେଦିତା ବେହେରା

ନୀଳିମା ନିବେଦିତା ବେହେରା

ପିତାଙ୍କ ନାମ- ଅନିରୁଦ୍ଧ ବେହେରା, ମାତାଙ୍କ ନାମ- କନକଲତା ବେହେରା, ଜନ୍ମ- ୬ ମଇ ୧୯୮୪, ଠିକଣା- ଶିମିଳିପଡା, ଅନୁଗୁଳ । ପିତାଙ୍କ ଘରୋଇ ଶିକ୍ଷକତା ଓ ମାତାଙ୍କ ସ୍ନେହ ମମତା ସହିତ ଜୀବନରେ ଘଟିଥିବା ଏକ ଦୁର୍ଘଟଣା, ସ୍ନାତକୋତର ସମୟରେ କିନ୍ତୁ ଶୁଭ ପକାଇଥିଲା ମୋ ଲେଖନୀରେ । ମୋର ପ୍ରଥମ ଲେଖା ଥିଲା ଅମୀମାଂସିତ ଏକ କ୍ଷୁଦ୍ର ଗଳ୍ପ ଓ ପ୍ରଥମ ପ୍ରକାଶନ ରଚନା ଥିଲା ନାରୀ ଯାହା ଇ-ମାଗାଜିନ୍‌ରେ ପ୍ରକାଶ ପାଇଥିଲା । ପ୍ରାୟ ୧୭୦ରୁ ଉର୍ଦ୍ଧ୍ଵ କବିତା ସହିତ ୧୫ଟି କ୍ଷୁଦ୍ର ଗଳ୍ପ, ଗଳ୍ପ, ପ୍ରବନ୍ଧ ଓ ଆଲୋଚନା ଆଦି ମୁଁ ଲେଖିସାରିଛି ଓ ସେମାନଙ୍କ ମଧ୍ୟରୁ ବିଭିନ୍ନ ପତ୍ରପତ୍ରିକା ତଥା ଖବର କାଗଜରେ ପାଖାପାଖି ୨୫ଟି ଲେଖା ମୋର ପ୍ରକାଶିତ ହୋଇଛି ।

Posts By ନୀଳିମା ନିବେଦିତା ବେହେରା

To Top