ଶ୍ରୀ ନିରଞ୍ଜନ ମିଶ୍ର

ବଡ଼ତରାର ସ୍ୱାଧୀନତା ସଂଗ୍ରାମୀ ୰ ବ୍ରଜବନ୍ଧୁ ମିଶ୍ରଙ୍କ ନାତି । ଜନ୍ମ- ବଡ଼ତରା, ରହଣୀ- ବେଦପୁର, ପୋଷ୍ଟ- ଭଇରପୁର, ଜିଲ୍ଲା- ପୁରୀ, । ରୁଚ଼ି- କବିତା ଲେଖିବା, ପ୍ରବନ୍ଧ ଲେଖିବା, ଗଳ୍ପ ଲେଖିବା, ସ୍ତମ୍ଭକାର, ରିପୋର୍ଟର୍ । ନମସ୍କାର ପେପର୍ କୋଣାର୍କ ଜୀବନରସଂକଳ୍ପ ଦେଶସେବା ପୂର୍ବତନ ଶିଷ୍ୟା କମିଟି ସଭାପତି । ବେଦପୁର ପ୍ରାଇମେରୀ ସ୍କୁଲ୍ ପୂର୍ବତନ ସମ୍ପାଦକ ବିଶ୍ୱହିନ୍ଦୁ ପରିଷଦ, ବେଦପୁର, ଉପଖଣ୍ଡ, ଜାତି, ଧର୍ମ, ବର୍ଣ୍ଣ, ଦଳ ମତ ସମସ୍ତଙ୍କୁ ସମ୍ମାନ କରେ ।

Posts By ଶ୍ରୀ ନିରଞ୍ଜନ ମିଶ୍ର

To Top