ଶ୍ରୀ ନିରଞ୍ଜନ ପାଢ଼ୀ

ଶ୍ରୀ ନିରଞ୍ଜନ ପାଢ଼ୀ

ଜନ୍ମ-୧୯୫୫, ଜିତାନଗା, ଭଦ୍ରକ । ବୃତ୍ତି-ବରିଷ୍ଠ ଅଧ୍ୟାପକ, ଦର୍ଶନ ବିଭାଗ ପିତାମାତା-ଶ୍ରୀ ଗୟାଧର ପାଢ଼ୀ/ଶ୍ରୀମତୀ କେତକୀ ଦେବୀ । ଗତ ଦୁଇ ଦଶନ୍ଧି ଧରି ସମ୍ୱାଦପତ୍ରର ସ୍ତମ୍ୱକାର ଭାବେ ସାରସ୍ୱତ ସ୍ୱୀକୃତି ହାସଲ କରି ଆସୁଥିବା ଲେଖକ ଓଡ଼ିଆ ଲଳିତ ନିବନ୍ଧର ନବ୍ୟ ବିବର୍ତ୍ତନର ଏକ ସଭ୍ୟ ସ୍ୱର । ଅବକ୍ଷୟୀ ମାନବୀୟ ମୂଲ୍ୟବୋଧ, ଭାରତୀୟ ସଂସ୍କାର ସଂସ୍କୃତିର କାନ୍ତ-କମନୀୟତା ତଥା ଉଚ୍ଚାଙ୍ଗ ଜୀବନ-ଦର୍ଶନଭିତ୍ତିକ ସମାଜ-ବୀକ୍ଷତାକୁ ନେଇ ତାଙ୍କ ଲେଖନୀ ଅନ୍ୟ ପତ୍ରପତ୍ରିକା ପୃଷ୍ଠାରେ ତୀବ୍ର ମୁଖର । ବୌଦ୍ଧିକ ବିକୃତି ବିରୁଦ୍ଧରେ ବିଦ୍ରୋହ ଓ ସାମାଜିକ ଅଙ୍ଗୀକାରବଦ୍ଧତାର ଅନ୍ତର୍ଦାହ-ଏ ଦୁଇଟି ତାଙ୍କ ସାରସ୍ୱତ ସାଧନାର ମୁଖ୍ୟ ପ୍ରବାହ ।

Posts By ଶ୍ରୀ ନିରଞ୍ଜନ ପାଢ଼ୀ

To Top