ଓଡ଼ିଆ ସାହିତ୍ୟରେ ଜଣେ ସୁପ୍ରତିଷ୍ଠିତ କଥାଶିଳ୍ପୀ । ସମାଜର ପ୍ରତି ବର୍ଗ ପ୍ରତି କ୍ଷେତ୍ର ପ୍ରତ୍ୟେକଙ୍କ ହୃଦ୍ସ୍ପ ନ୍ଦନକୁ ଅନୁଭବ କରିହୁଏ ତାଙ୍କ ଲେଖନୀର । ସଂଯତ ଭାଷା, ଭାବାବେଗ ତାଙ୍କର ଧୀର ସ୍ରୋତସ୍ୱିନୀପରି । ଯେମିତି ଆଗରେ କୋଉଠି କୂଳ ଦେଖିହୁଏ, ସମୟରେ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ସମୟ ଦୁଇଟି ସମାନ୍ତରାଳ ଭାବେ ଲମ୍ୱି ଯାଉଥିଲେ ମଧ୍ୟ କୋଉଠି ନା କେଉଠି ମିଶିଯିବାର ସମ୍ଭାବନାକୁ ଅପେକ୍ଷା ରଖେ ।
ଆପଣଙ୍କ ମତାମତ