ପିତା:- ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାରିକ । ଜନ୍ମ:- ୨୦/୦୮/୧୯୮୯ (କେନ୍ଦୁଝର) । ସ୍ଥାୟୀ ଠିକଣା:- ଝୁମ୍ପୁରା, କେନ୍ଦୁଝର୍ । ପିନ୍:- ୭୫୮୦୩୧ । ବର୍ତ୍ତମାନର ଠିକଣା:- କିଙ୍ଗସ୍ ପ୍ୟାଲେସ୍ ନଂ-୧, ରୁମ୍ ନଂ-ଜି-୯୪, କିଟ୍ ୟୁନିଭର୍ସିଟି, ଭୁବନେଶ୍ୱର:- ୭୫୧୦୨୪ । ରୁଚ଼ି:- ବିଭିନ୍ନ ଉପନ୍ୟାସ ପଢ଼ିବା, ଖବରକାଗଜ, ଚଳଚିତ୍ର ଦେଖିବା, ସମୟ ମିଳିଲେ କବିତା ଲେଖିବା । ଏବେ ମୁଁ କିଟ୍ ୟୁନିଭର୍ସିଟିରେ ଏମ୍.ଟେକ୍ (କମ୍ପ୍ୟୁଟର୍ ସାଇନ୍ସ) ଅଧ୍ୟୟନ କରୁଅଛି । ମୁଁ ଯୁକ୍ତଦୁଇରେ ପଢୁଥିଲାବେଳେ ମୋର ଏକ କ୍ଷୁଦ୍ରଗଳ୍ପ ଖବରକାଗଜ ସମ୍ୱାଦରେ ପ୍ରକାଶିତ ହୋଇଥିଲା । ମୋର ଗୋଟିଏ କବିତା ଇ-ମାଗାଜିନ୍ "ଆମ ଓଷା ଓ ମୋ ପୌର୍ଣ୍ଣମାସୀ'' ଏବଂ ଅନ୍ୟ ଏକ କବିତା ଇ-ମାଗାଜିନ୍ "ଓ.ଏସ୍.ଏସ୍.ଏ.''ରେ ପ୍ରକାଶିତ ହୋଇଅଛି । ମୁଁ ଫେସ୍ବୁକ୍ରେ କବିତା ଦେବାକୁ ଭଲପାଏ କାରଣ ମୋତେ ଜଲଦି ଫିଡ଼୍ବ୍ୟାକ୍ ମିଳିଯାଏ ।
ଆପଣଙ୍କ ମତାମତ