ଶିକ୍ଷାଗତ ଯୋଗ୍ୟତା:- ଏମ୍. ଏସ୍ସି (ମ୍ୟାଥ୍), ଏମ୍. ଏସ୍ସି (ଷ୍ଟାଟିଷ୍ଟିକ୍ସ୍), ଏମ୍.ଫିଲ୍(ଷ୍ଟାଟିଷ୍ଟିକ୍ସ୍)(ପିଏଚ୍ଡି)(ପୁରସ୍କାର ପ୍ରାପ୍ତ) । ବର୍ତ୍ତମାନ ବୃତ୍ତି:- ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ୍ ଅଫିସର୍ । ବର୍ତ୍ତମାନ ରହଣୀ:- ଭୁବନେଶ୍ୱର । ଜନ୍ମସ୍ଥାନ:- ନେମ୍ୱରା, କେନ୍ଦ୍ରାପଡ଼ା । ମୁଁ ବାଲ୍ୟକାଳରୁ ଲେଖା ଆରମ୍ଭ କରିଥିଲି । ସ୍କୁଲ୍ ସମୟରେ ଛୋଟ ଛୋଟ କବିତା, ଛୋଟ ଗଳ୍ପ ଆଦି ଲେଖେ । ମୋର କିଛି କବିତା ଧରିତ୍ରୀ ଆଉ ଅଲଗା ସମ୍ୱାଦରେ ଅଲଗା ସମୟରେ ପ୍ରକାଶ ପାଇଅଛି । ଛାତ୍ରୀଜୀବନରେ ବାଣୀବିହାର ସ୍ଥିତ "ଭାନିମୁର୍ଚ୍ଛନା'' ଆଉ "ସାଂଖ୍ୟାକି'' ସମ୍ୱାଦରେ କିଛି କବିତା ପ୍ରକାଶିତ ହୋଇଅଛି । ୨୦୦୦-୨୦୦୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଅଟୋନୋମସ୍ କଲେଜ୍ରେ ମ୍ୟାଥ୍ମେଟିକ୍ ଲେକ୍ଚ଼ର ଭାବେ ନିଯୁକ୍ତ ଥିଲି ।
ଆପଣଙ୍କ ମତାମତ