ଶ୍ରୀ ସୁରେନ୍ଦ୍ର ମହାନ୍ତି

ଶ୍ରୀ ସୁରେନ୍ଦ୍ର ମହାନ୍ତି

ଗାଳ୍ପିକଙ୍କର ଜନ୍ମ ୧୯୨୦ ମସିହାରେ । ସେ ବନ୍ଦୀ ଗଳ୍ପରୁ ତାଙ୍କର ଗାଳ୍ପିକ ଜୀବନ ଆରମ୍ଭ କରିଥିଲେ । ସେ ମଧୁସୂଦନଙ୍କ ଜୀବନୀ ଓଡ଼ିଆ ସାହିତ୍ୟର ଆଦି ପର୍ବ, ମଧ୍ୟପର୍ବ, ଫକୀର ମୋହନ ସମୀକ୍ଷା ଭଳି ଗବେଷଣାତ୍ମକ ଗ୍ରନ୍ଥ ଲେଖି ଓଡ଼ିଆ ସାହିତ୍ୟ ଜଗତରେ ଏକ ଚର୍ଚ୍ଚିତ ନାମ ଅଟନ୍ତି । ସେ ଜଣେ ସଫଳ ସାମ୍ୱାଦିକ ଓ ରାଜନୀତିକ ନେତା ମଧ୍ୟ । ସାହିତ୍ୟ, ସାମ୍ୱାଦିକତା ଓ ରାଜନୀତି ମଧ୍ୟରେ ଫରକ୍ ଅନୁଭବ କରୁନଥିବା ଜଣେ ବ୍ୟକ୍ତି ବିଶେଷ । ତାଙ୍କର ସାହିତ୍ୟିକ ଜୀବନ ତାଙ୍କୁ ଓଡ଼ିଶାରେ ବେଶ୍ ସୁପରିଚିତ କରାଇ ପାରିଛି ।

Posts By ଶ୍ରୀ ସୁରେନ୍ଦ୍ର ମହାନ୍ତି

To Top